or_tw/bible/other/province.md

2.5 KiB

ପ୍ରଦେଶ, ପ୍ରଦେଶଗୁଡିକ, ପ୍ରାଦେଶିକ

ତଥ୍ୟଗୁଡିକ:

ପ୍ରଦେଶ ଗୋଟିଏ ଦେଶ ବା ସାମ୍ରାଜ୍ୟର ଏକ ବିଭାଗ ବା ଅଂଶ ଅଟେ I “ପ୍ରାଦେଶିକ” ଶବ୍ଦ ଏକ ପ୍ରଦେଶ ସମ୍ପର୍କୀତ ବିଷୟ ଅଟେ, ଯଥା ପ୍ରାଦେଶିକ ରାଜ୍ୟପାଳ ବା ଗଭର୍ଣ୍ଣର I

  • ଉଦାହରଣସ୍ୱରୂପ, ପୁରାତନ ପାରସିକ ସାମ୍ରାଜ୍ୟ ପ୍ରଦେଶଗୁଡିକରେ ବିଭକ୍ତ ହେଲା; ଯଥା: ମାଦୀୟ, ପର୍ସିଆ, ସୁରିଆ ଏବଂ ମିସର I
  • ନୂତନ ନୀୟମର ସମୟରେ, ରୋମୀୟ ସାମ୍ରାଜ୍ୟ ପ୍ରଦେଶଗୁଡିକରେ ବିଭକ୍ତ ହେଲା; ଯଥା: ମାକିଦନିଆ, ଏସିଆ, ସୁରିଆ, ଯିହୂଦା, ଶମରିୟା, ଗାଲିଲୀ ଏବଂ ଗାଲାତୀଆ I
  • ପ୍ରତ୍ୟେକ ପ୍ରଦେଶର ନିଜ ନିଜର ଶାସନକର୍ତ୍ତାଥିଲେ I ସେ ସାମ୍ରାଜ୍ୟର ରାଜା ବା ଶାସକ ଅଧିନରେଥିଲେ I

ଏହି ଶାସନକର୍ତ୍ତାଙ୍କୁ ବେଳେବେଳେ “ପ୍ରାଦେଶିକ ଅଧିକାରୀ” ବା “ପ୍ରାଦେଶିକ ଗଭର୍ଣ୍ଣର” କୁହାଯାଉଥିଲା I

  • “ପ୍ରଦେଶ” ଏବଂ “ପ୍ରାଦେଶିକ” ପଦଗୁଡିକୁ “ଅଞ୍ଚଳ” ବା “ଆଞ୍ଚଳିକ” ବୋଲି ମଧ୍ୟ ଅନୁବାଦ କରାଯାଇପାରିବ I

(ଆହୁରି ମଧ୍ୟ ଦେଖ: ଏସିଆ, ମିସର, ଏଷ୍ଟର, ଗାଲାତୀଆ, ଗାଲିଲୀ, ଯିହୁଦା, ମାକିଦନିଆ, ମାଦୀୟ, ରୋମ, ଶମରିୟା, ସିରିଆ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H4082, H4083, H5675, H5676, G1885