or_tw/bible/names/mede.md

2.0 KiB
Raw Permalink Blame History

ମିଦୀୟ, ମିଦୀୟ ଲୋକମାନେ

ତଥ୍ୟ:

ମିଦୀୟ ଏକ ପୁରାତନ ସାମ୍ରାଜ୍ୟ ଅଟେ ଯାହା ସିରିୟା ଓ ବାବିଲନ ର ପୂର୍ବରେ ଓ ଏଲମ ଓ ପରସିଆ ର ଉତ୍ତରରେ ଅବସ୍ଥିତଥିଲା I ଯେଉଁମାନେ ମିଦୀୟ ସାମ୍ରାଜ୍ୟରେ ବାସ କରୁଥିଲେ ତାହାଙ୍କୁ “ମାଦୀୟ “କୁହାଯାଉଥିଲା I

  • ମିଦୀୟ ସାମ୍ରାଜ୍ୟ ଆଜିର ତୁର୍କୀ, ଇରାନ, ସିରିଆ, ଇରାକ୍ ଓ ଆଫଗାନିସ୍ଥାନ ର ମିଶ୍ରଣଥିଲା I
  • ମାଦୀୟମାନେ ପରସିୟ ଲୋକମାନଙ୍କ ସହ ମିସି ବାବିଲନ ସାମ୍ରାଜ୍ୟ ଅଧିକାର କଲେ I
  • ବବିଳନ ରାଜ୍ୟ ମାଦୀୟ ଦାରିୟାସ ଦ୍ୱାରା ଆକ୍ରମଣ କରା ଯାଇଥିଲା ଯେଉଁ ସମୟରେ ଭବିଷ୍ୟବକ୍ତା ଦାନିଏଲ ବାସ କରୁଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଆସିରୀୟ, ବାବିଲନ, ସିରସା, ଦାନିଏଲ, ଦାରିୟାସ, ଏଲାମ, ପରସିୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4074, H4075, H4076, H4077, G3370