or_tw/bible/names/cyrus.md

1.9 KiB
Raw Permalink Blame History

କୋରସ

ଘଟଣାବଳି:

କୋରସ ଜଣେ ପାରସ୍ୟର ରାଜା ୫୫୦ ଖ୍ରୀ:ପୁ: କୋରସ ରାଜ୍ୟକୁ ଜୟ କରିଥିଲେ ଇତିହାସରେ କୋରସ ଜଣେ ମହାନ୍ ରାଜା ଭାବେ ପରିଚିତ

  • ରାଜ କୋରସ ବାବିଲୋନକୁ ଅଧିକାର କଲେ, ଯାହାକି ଇସ୍ରାଏଲ ଲୋକମାନଙ୍କୁ ନିର୍ୱାସନ ରୁ ମୁକ୍ତ କରିଥିଲେ

କୋରସଙ୍କର ଯେଉଁ ଦେଶକୁ ଜୟକାରୀ ଅକ୍ତିୟାର କରିଥିଲେ ସେହି ଦେଶର ଲୋକମାନଙ୍କ ନିମନ୍ତେ ତାଙ୍କର ସହନଶୀଳ ଗୁଣ ପାଇଁ ସେ ଜଣାଶୁଣା ତାଙ୍କର ଯିହୁଦୀମାନଙ୍କ ପ୍ରତି ଦୟା ଭାବ ନିର୍ୱାସନ ପରେ ଯିରୁଶାଲମ ମନ୍ଦିରକୁ ପୁନର୍ୱାର ନିର୍ମାଣ କରିବାରେ ସାହାଯ୍ୟ କରିଥିଲା କୋରସ ରାଜାଙ୍କ ସମୟରେ ଦାନୀୟେଲ, ଏଜ୍ରା, ନିହିମିୟ ବାସ କରୁଥିଲେ

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଦେଖ: ଦାନିଏଲ, ଦାରିଅସ୍, ଏଜ୍ରା, ନିହିମିୟା, ପାରସ୍ୟ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H3566