or_tw/bible/names/nehemiah.md

2.8 KiB
Raw Permalink Blame History

ନିହିମୀୟା

ଘଟଣାବଳି:

ନିହିମୀୟା ଜଣେ ଇସ୍ରାଏଲୀୟ ଯାହାଙ୍କୁ ବାବିଲୋନର ସୈନ୍ୟମାନେ ବଳପୂର୍ବକ ନେଇଥିଲେ ଯେଉଁ ସମୟରେ ବାବିଲୋନ ସାମରିକ ବାହୀନୀ ଇସ୍ରାଏଲ ଓ ଯିହୁଦା ଲୋକମାନଙ୍କୁ ବନ୍ଦୀ କରି ନେଲେ

  • ସେହିସମୟରେ ସେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତଙ୍କର ପାନ ପାତ୍ର ବାହାକଥିଲେ, ଜିରୁଶାଲମ କୁ ଫେରିବା ନିମନ୍ତେ ନିହିମୀୟା ରାଜାଙ୍କୁ ଅନୁମତି ମାଗିଲେ
  • ବାବିଲୋନମାନଙ୍କ ଦ୍ୱାରା ଭଗ୍ନ ହୋଇଥିବା ଯିରୁଶାଲମର ପ୍ରାଚୀରକୁ ନିହିମୀୟାଙ୍କ ନେତୃତ୍ୱରେ ଇସ୍ରାଏଲ ଲୋକମାନେ ପୁନଃନିର୍ମାଣ କଲେ
  • ରାଜ ପ୍ରାସାଦକୁ ଫେରିବା ପୂର୍ବରୁ ଯିରୁଶାଲମରେ ନିହିମୀୟା ବାର ବର୍ଷ ରାଜ୍ୟପାଳଥିଲେ
  • ପୁରାତନ ନୀୟମର ନିହିମୀୟା ପୁସ୍ତକରେ ନିହିମୀୟାଙ୍କ ଦ୍ୱାରା ପ୍ରାଚୀର ନିର୍ମାଣ ଏବଂ ଯିରୁଶାଲାମରେ ଲୋକମାନଙ୍କ ନିମନ୍ତେ ରାଜ୍ୟପାଳ କାର୍ଯ୍ୟର କାହାଣୀ ବର୍ଣ୍ଣନା କରାଯାଇଛି
  • ପୁରାତନ ନୀୟମର ଅନ୍ୟ ନିହିମୀୟାଙ୍କ ନାମ ମଧ୍ୟ ଉଲ୍ଲେଖ ଅଛି

ସାଧାରଣତଃ ପିତାମାନଙ୍କର ନାମ ମଧ୍ୟ ଯୋଗ କରାଯାଇଛି, ଏଣୁ ଯେଉଁ ନିହିମୀୟାଙ୍କ କାହାଣୀ ଭିନ୍ନ କରାଯାଇଛି

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକୁ ଅନୁବାଦ କରିବା କେମିତି)

(ଦେଖ: ଅର୍ତ୍ତକ୍ଷସ୍ତ, ବାବିଲୋନ, ଯିରୁଶାଲମ, ପୁତ୍ର)

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H5166