or_tw/bible/names/artaxerxes.md

2.7 KiB

ଅର୍ତ୍ତକ୍ଷସ୍ତ

ତଥ୍ୟମାନ:

ଅର୍ତ୍ତକ୍ଷସ୍ତ ଏକ ରାଜାଥିଲେ ଯେ ପେରସିଆ ସମ୍ରାଟ ଉପରେ ପ୍ରାୟ ଖ୍ରୀଷ୍ଟପୂର୍ବ ୪୬୪ଠାରୁ ୪୨୪ ପର୍ଯ୍ୟନ୍ତ ରାଜତ୍ତ୍ୱ କଲେ I

  • ଅର୍ତ୍ତକ୍ଷସ୍ତଙ୍କ ଶାସନ ସମୟରେ, ଇସ୍ରାଏଲୀୟମାନେ ଯିହୁଦାଠାରୁ ବାବିଲୋନରେ ନିର୍ୱାସିତଥିଲେ, ଯାହା ସେହି ସମୟରେ ପେରସିଆ ରାଜ୍ୟର ଅଧିନରେଥିଲା I
  • ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକ ଏବଂ ଯିହୂଦୀ ନେତାମାନଙ୍କୁ ବାବିଲୋନ ଛାଡ଼ି ଯିରୂଶାଲମକୁ ଯାଇ ଇସ୍ରାଏଲମାନଙ୍କୁ ପରମେଶ୍ୱରଙ୍କ ନୀୟମ ଶିଖାଇବା ନିମନ୍ତେ ଅନୁମତି ଦେଲେ I
  • ଏହି ସମୟ ପରେ, ଅର୍ତ୍ତକ୍ଷସ୍ତ ତାଙ୍କ ପାନପାତ୍ର ବାହକ ନିହିମିୟ ଯିରୁଶାଲମକୁ ଯାଇ ଯିହୁଦୀମାନଙ୍କୁ ନଗରର ଚତୁଃପାର୍ଶ୍ୱରେ ପ୍ରାଚୀର ପୁର୍ନସ୍ଥାପନ କରିବା ପାଇଁ ନେତୃତ୍ତ୍ୱ ନେବା ନିମନ୍ତେ ମଧ୍ୟ ଅନୁମତି ଦେଲେ I
  • କାରଣ ବାବିଲୋନ ପେରସିଆର ଶାସନ ଅଧିନରେଥିଲା, ଅର୍ତ୍ତକ୍ଷସ୍ତ ବେଳେବେଳେ “ବାବିଲୋନର ରାଜା” କୁହାଯାଉଥିଲେ I
  • ଜାଣି ରଖୁ ଯେ ଅର୍ତ୍ତକ୍ଷସ୍ତ, କ୍ଷୟାର୍ଷ (ଅକ୍ଷରେଶ୍ୱରଙ୍କ) ସଙ୍ଗେ ସମାନ ନୁହଁନ୍ତି I

(ଅନୁବାଦର ସୂଚନାମାନ: ନାମର ଅନୁବାଦ)

(ମଧ୍ୟ ଦେଖିପାରିବା: ଅର୍ତ୍ତକ୍ଷସ୍ତ, ବାବିଲୋନ, ପାନପାତ୍ର ବାହକ, ଏଜ୍ରା, ନିହିମୀୟା, ପେରସିଆ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H783