or_tw/bible/names/ahasuerus.md

1.6 KiB
Raw Permalink Blame History

ଅକ୍ଷସରସ

ତଥ୍ୟମାନ:

ଅକ୍ଷସରସ ଜଣେ ପ୍ରାଚୀନ ପାରସ୍ୟ ରାଜ୍ୟର ରାଜାଥିଲେ, ଯେ ପାରସ୍ୟ ରାଜ୍ୟ ଉପରେ କୋଡିଏ ବର୍ଷ ଶାସନ କଲେ I

  • ଏହା ବନ୍ଦିତ୍ୱରେ ଥିବା ଯିହୁଦୀମାନେ ଯେତେବେଳେ ବାବିଲନରେ, ଯାହା ପାରସ୍ୟ ରାଜ୍ୟ ର ନୀୟନ୍ତ୍ରଣରେଥିଲା I
  • ଏହି ରାଜାଙ୍କ ଅନ୍ୟ ନାମ ଅକ୍ଷସରସ ହୋଇଥାଇପାରେ I
  • କ୍ରୋଧର ଚରଣରେ ତାଙ୍କ ରାଣୀଙ୍କୁ ପଠାଇବା ପରେ, ରାଜା ଅକ୍ଷସରସର ଏକ ଯିହୁଦୀ ମହିଳା ଏଷ୍ଟରଙ୍କୁ ନିଜ ଜୀବନର ନୂତନ ସ୍ତ୍ରୀ ଏବଂ ରାଣୀ ଭାବେ ମନୋନୀତ କଲେ I

(ଅନୁବାଦର ସୂଚନାମାନ: ନାମ ଗୁଡ଼ିକର ଅନୁବାଦ)

(ମଧ୍ୟ ଦେଖିପାରିବା: ବାବିଲୋନ, ଏଷ୍ଟର, କୁଶ, ବନ୍ଦୀ, ପାରସ୍ୟ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H325