or_tw/bible/other/exile.md

3.0 KiB
Raw Permalink Blame History

ନିର୍ୱାସନ, ନିର୍ୱାସିତ, ନିର୍ୱାସିତ ହେଲେ

ପରିଭାଷା:

“ନିର୍ୱାସନ” ଶବ୍ଦଟି ଏପରି ଲୋକମାନଙ୍କୁ ବୁଝାଏ ଯେଉଁମାନଙ୍କୁ ନିଜ ଦେଶରୁ ଅନ୍ୟ ଦେଶକୁ ବିତାଡିତ ହେବା ପାଇଁ ବାଧ୍ୟ କରନ୍ତି I

  • ଲୋକମାନଙ୍କୁ ସାଧାରଣତଃ ଦଣ୍ଡ କିମ୍ୱା ରାଜନୀତିକ କାରଣରୁ ନିର୍ୱାସନ କରାଯାଏ I
  • ପରାଜିତ ଲୋକମାନଙ୍କୁ ବିଜୟପ୍ରାପ୍ତ ଦେଶକୁ ନିର୍ୱାସିତ କରାଯାଉଥିଲା ସେମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ I
  • ”ବାବିଲ ନିର୍ୱାସନ” ଏପରି ଏକ ବାଇବଲ ଇତିହାସର ଏକ

ଏହା ସତୁରି ବର୍ଷ ଧରି ଚାଲିଥିଲା I

  • ”ନିର୍ୱାସନ” ଶବ୍ଦଟି ଯେଉଁମାନେ ନିଜ ଗୃହ ଛାଡି ବା ଦେଶ ଛାଡି ନିର୍ୱାସିତ ଦେଶରେ ରହିବା ଲୋକମାନଙ୍କୁ ବୁଝାଏ I

ଭାଷାନ୍ତର ପାଇଁ ପ୍ରସ୍ତାବନା:

  • ”ନିର୍ୱାସନ” ଶବ୍ଦଟିକୁ ମଧ୍ୟ “ବାହାରକୁ ପଠେଇବା” କିମ୍ୱା “ବାଧ୍ୟ କରି ପଠେଇବା” କିମ୍ୱା “ନିର୍ୱାସନ କରିବା” ଭାବରେ ଭାଷାନ୍ତର କରାଯାଇପାରେ I
  • ”ନିର୍ୱାସନ” ଶବ୍ଦଟିକୁ ଅନ୍ୟ ଶବ୍ଦରେ ମଧ୍ୟ କୁହାଯାଇପାରେ “ପଠାଯାଇ ଥିବା ସମୟ” କିମ୍ୱା “ନିର୍ୱାସିତ ହେବା ସମୟ” କିମ୍ୱା “ବାଧ୍ୟତାମୂଳକ ଅନୁପସ୍ଥିତ ହେବା ସମୟ” କିମ୍ୱା “ନିର୍ୱାସନ ହେବା ସମୟ” I
  • ଏହା ମଧ୍ୟ କୁହାଯାଇପାରେ “ନିର୍ୱାସିତ ଲୋକ” କିମ୍ୱା “ନିର୍ୱାସିତ ହେବା ଲୋକମାନେ” କିମ୍ୱା “ବାବିଲରେ ନିର୍ୱାସିତ ଥିବା ଲୋକମାନେ” I

(ମଧ୍ୟ ଦେଖନ୍ତୁ:ବାବିଲ,ଯିହୁଦା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1123, H1473, H1540, H1541, H1546, H1547, H3212, H3318, H5080, H6808, H7617, H7622, H8689, G3927