or_tw/bible/names/kingdomofjudah.md

5.2 KiB
Raw Permalink Blame History

ଯିହୁଦା, ଯିହୁଦା ପ୍ରଦେଶ

ତଥ୍ୟ:

ଇସରେଲର ବାର ଜାତି ମଧ୍ୟରୁ ଯିହୁଦା ର ଜାତି ସବୁଠାରୁ ବଡ଼ ଅଟେ I ଯିହୁଦା ର ଜାତି ଓ ବିନ୍ୟାମିନ୍‌ ଜାତି କୁ ନେଇ ଯିହୁଦା ପ୍ରଦେଶ ନିର୍ମିତ ଅଟେ I

  • ଯେତେବେଳେ ରାଜା ସଲମନ ମରିଲେ ଇସ୍ରାଏଲ ଦେଶ ଦୁଇ ପ୍ରଦେଶରେ ବିଭକ୍ତ ହୋଇ ଗଲା:

ଇସ୍ରାଏଲ ଓ ଯିହୁଦା ଯିହୁଦା ପ୍ରଦେଶ ଦକ୍ଷିଣ ର ରାଜ୍ୟ ଅଟେ ଯାହା ଲବଣ ସମୁଦ୍ର ର ପଶ୍ଚିମରେ ଅବଷ୍ଟିତ ଅଟେ I

  • ଯିହୁଦା ପ୍ରଦେଶର ରାଜଧାନୀ ଯିରୁଶାଲମଥିଲା I
  • ଯିହୁଦା ପ୍ରଦେଶର ୮ ଟି ରାଜା ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞାକାରୀ ହେଲେ ଓ ଲୋକଙ୍କର ନତୃତ୍ୱ ନେଲେ କି ସେମାନେ ତାହାଙ୍କର ଉପାସନା କରନ୍ତୁ I

ଯିହୁଦା ର ଆଉ ଅନ୍ୟ ରାଜାମାନେ ମନ୍ଦଥିଲେ ସେମାନେ ଲୋକଙ୍କୁ ମୂର୍ତ୍ତି ପୂଜା ନିମନ୍ତେ ନେତୃତ୍ୱ ନେଲେ I

  • ଅସ୍ସିରୀୟଠାରୁ ଇସ୍ରାଏଲ (ଉତ୍ତର ରାଜ୍ୟ)କୁ ହାରୀ ୧୨୦ ବର୍ଷ ପରେ ଯିହୁଦା ବାବିଲୋନ ଦେଶ ଦ୍ୱାରା ପରାଜିତ ହେଲା I

ବାବିଲନୀୟମାନେ ସହରକୁ ଓ ମନ୍ଦିରକୁ ବିନାଶ କରିଦେଲେ ଓ ଅଧିକାଂଶ ଲକକୁ ନିର୍ୱାସନରେ ବାବିଲନ ନେଇଗଲେ I

(ଆହୁରି ଦେଖନ୍ତୁ: ଯିହୁଦା, ଲବଣ ସାଗର)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୧୮:୦୭ କେବଳ ଦୁଇଟି ଜାତି ତାହା (ରେହୋବୋଆମ)ପ୍ରତି ବିଶ୍ୱସ୍ଥ ରହିଲେ I

ଏହି ଦୁଇଟି ଜାତି ପରେ ଯିହୁଦା ପ୍ରଦେଶ ହେଲେ I

  • ୧୮:୧୦ ଯିହୁଦା ପ୍ରଦେଶ ଓ ଇସ୍ରାଏଲ ପରେ ଶତ୍ରୁ ହୋଇ ଗଲେ ଓ ପରସ୍ପର ବିରୁଧରେ ଯୁଦ୍ଧ କରୁଥିଲେ I
  • ୧୮:୧୩ __ଯିହୁଦା ପ୍ରଦେଶ__ଦାଉଦ ର ବଂଶ ଧର ଅଟେ I

ଏହି ପ୍ରଦେଶର କେତେକ ରାଜା ଉତ୍ତମ ମନୁଷ୍ୟଥିଲେ ଓ ସେମାନେ ଧାର୍ମିକତାରେ ଶାସନ କରୁଥିଲେ ଓ ପରମେଶ୍ୱରଙ୍କର ଉପାସନା କରୁଥିଲେ I କିନ୍ତୁ __ଯିହୁଦା__ର ଅଧିକାଂଶ ରାଜା ମନ୍ଦ, ଭ୍ରଷ୍ଟ ଓ ସେମାନେ ମୁତ୍ତି ପୁଜକଥିଲେ I

  • :୦୧ __ଯିହୁଦା ପ୍ରଦେଶ__ଓ ଇସ୍ରାଏଲ ଦୁହେଁ ପରମେଶ୍ୱରଙ୍କର ବିରୁଧରେ ପାପ କଲେ I
  • :୦୫ __ଯିହୁଦା ପ୍ରଦେଶ__ର ଲୋକମାନେ ଦେଖିଲେ ଯେ ପରମେଶ୍ୱର କି ପ୍ରକାରେ ଇସ୍ରାଏଲ ରାଜ୍ୟ କୁ ବିଶ୍ୱାସ ନ କରିବା କିଅବା ଆଜ୍ଞାକାରୀ ନ ହେବା ହେତୁ ଦଣ୍ଡିତ କଲେ I

ତଥାପି ସେମାନେ ମୂର୍ତ୍ତି ପୂଜା କଲେ, କିଣାନୀୟ ଭଣ୍ଡ ଦେବମାନଙ୍କର ପୂଜା କଲେ I

  • :୦୬ ଆସିରୀୟ ଲୋକମାନେ ଇସ୍ରାଏଲ ରାଜ୍ୟ କୁ ବିନାଶ କରି ୧୦୦ ବର୍ଷ ପରେ, ପରମେଶ୍ୱର ବାବିଲନ ରାଜା ନବୁକଦ୍‌ନେସର କୁ ଯିହୁଦା ପ୍ରଦେଶ ଆକରମଣ କରିବାକୁ ପଠାଇଲେ I
  • :୦୯ ନବୁଖଦ ନେଜନ ଓ ତାର ସେନା __ଯିହୁଦା ପ୍ରଦେଶ__ର ଅଧିକାଂଶ ଲୋକଙ୍କୁ ନେଇ ବାବିଲନ ଚାଲି ଗଲେ କେବଳ ଗରିବ ଲୋକଙ୍କୁ ଖେତରେ କାମ କରିବାକୁ ଛାଡ଼ି ଦେଲେ I

ବୋର୍ଡ ଡାଟା :

  • Strong's: H4438, H3063