or_tw/bible/names/saltsea.md

2.2 KiB
Raw Permalink Blame History

ଲବଣ ସମୁଦ୍ର, ମୃତ ସାଗର

ତଥ୍ୟାବଳି:

ଲବଣ ସମୁଦ୍ର (ଯାହାକୁ ମୃତ ସାଗର ମଧ୍ୟ କୁହାଯାଏ) ଇସ୍ରାଏଲ ଉତ୍ତର ଦିଗର ପଶ୍ଚିମ ଭାଗ ଏବଂ ମୋୟାବ ଏହାର ପୂର୍ବ ଦିଗରେ ଅବସ୍ଥିତ

  • ଏହାର ଉତ୍ତର ଦେଇ ଜର୍ଦ୍ଦନ ନଦୀ ଲବଣ ସମୁଦ୍ର କୁ ପ୍ରଭାହିତ ହେଉଛି
  • ଯେହେତୁ ଏହା ଅନ୍ୟ ସାଗର ଅପେକ୍ଷା ଛୋଟ, ସେଥିପାଇଁ ଏହାକୁ “ଲବଣ ସମୁଦ୍ର” ବୋଲି କୁହାଯାଏ
  • ଏହି ସମୁଦ୍ରରେ ପ୍ରଚୁର ଖଣିଜ (କିମ୍ୱା “ଲବଣ”) ଫଳରେ ଏହାର ପାଣିରେ କୌଣସି ବିଷୟ ବଞ୍ଚିପାରିବା ନାହିଁ

“ମୃତ ସାଗର” ପରିବେଶ କାରଣରୁ କୌଣସି ଉଦ୍ଦଦ କିମ୍ୱା ପଶୁ ଦେଖିବାକୁ ମିଳେନାହିଁ

  • ପୁରାତନ ନିୟମରେ, ଏହି ସମୁଦ୍ର କୁ “ପଦାଭୁମୀ” ଏବଂ “ନାଗେବା ସମୁଦ୍ର” କୁହାଯାଏ ଯେହେତୁ ପଦାଭୁମୀ ଓ ନଗେବା ଅଞ୍ଚଳ ନିକଟସ୍ଥ ଏହାର ଅବସ୍ଥିତି

(ଅନୁବାଦ ପ୍ରସ୍ତାବ: ନାମ ଗୁଡିକର ଅନୁବାଦ)

(ଦେଖ: ଅମ୍ମୋନ, ପଦାଭୁମୀ, ଜର୍ଦ୍ଦନ ନଦୀ, ମୋୟାବ, ନଗେବା)

ବାଇବଲର ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H3220, H4417