or_tw/bible/names/negev.md

2.3 KiB
Raw Permalink Blame History

ଦକ୍ଷିଣାଞ୍ଚଳ (ନାଗେବ)

ଘଟଣାବଳି:

ଇସ୍ରାଏଲର ଦକ୍ଷିଣାଞ୍ଚଳ ନାଗେବା ହେଉଛି ମରୁଭୁମୀ, ଲବଣ ସମୁଦ୍ରର ଦକ୍ଷିଣପଶ୍ଚିମ ଅଂଶ

  • “ଦକ୍ଷିଣାଞ୍ଚଳ” ଆକ୍ଷରିକ ଅର୍ଥ, ଏବଂ କିଛି ଇଂରାଜୀ ଅନୁବାଦରେ ଏହିପରି ଅନୁବାଦ ହୋଇଛି
  • ଏହା ମଧ୍ୟ “ଦକ୍ଷିଣ” ହୋଇପାରେ ଯେଉଁଠି ନାଗେବ ବର୍ତ୍ତମାନ ମରୁଭୁମୀ ନାହିଁ
  • ଯେତେବେଳେ ଅବ୍ରାହମ କାଦେଶ ସହରରେ ବାସ କରୁଥିଲେ, ସେହି ସମୟରେ ସେ ନାଗେବ କିମ୍ୱା ଦକ୍ଷିଣାଞ୍ଚଳରେଥିଲେ
  • ଯେତେବେଳେ ରିବିକା ତାଙ୍କୁ ଭେଟି ତାଙ୍କର ସ୍ତ୍ରୀ ହେଲେ ସେହି ସମୟରେ ଇସାହାକ୍ ନାଗେବରେ ବାସ କରୁଥିଲେ
  • ଯିହୁଦାର ଯିହୁଦୀ ଜାତି ଏବଂ ସିମୋନ ମଧ୍ୟ ଦକ୍ଷିଣାଞ୍ଚଳରେ ବାସ କରୁଥିଲେ
  • ନାଗେବ ଅଞ୍ଚଳରେ ସବୁଠାରୁ ବଡ ସହର ବର୍ ଶେବାଥିଲା

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକ ଅନୁବାଦ କିପରି)

(ଦେଖ: ଅବ୍ରାହମ, ବର୍ ଶେବା, ଇସ୍ରାଏଲ, ଯିହୁଦା, କାଦେଶ, ଲବଣ ସମୁଦ୍ର, ଶିମୋନ)

ବାଇବଲ ପୃଷ୍ଠଭୂମି:

ବୋର୍ଡ ଡାଟା :

  • Strong's: H5045, H6160