or_tw/bible/names/kadesh.md

2.7 KiB
Raw Permalink Blame History

କାଦେଶ୍, କାଦେଶ –ବର୍ନିଆ, ମେରିବା କାଦେଶ

ତଥ୍ୟ:

କାଦେଶ୍, କାଦେଶ –ବର୍ନିଆ, ମେରିବା କାଦେଶ ନାମ ଇସ୍ରାଏଲ ଇତିହାସ ର ଏକ ମହତ୍‌ୱ ପୂର୍ଣ୍ଣ ସହରକୁ ଦର୍ଶାଏ ଯାହା ଇସ୍ରାଏଲ ର ଦକ୍ଷିଣ ଭାଗରେ ଇଦୋମ ଅଞ୍ଚଳରେ ଅବସ୍ଥିତ ଅଟେ I

  • କାଦେଶ ସହର ଏକ ମରୁଦୟାନଥିଲା, ଏକ ସ୍ଥାନ ଯାହା ଜଳ ଓ ଉର୍ବର ଖେତ ଜିନ୍ ମରୁଭୁମୀ ମଧ୍ୟରେ ଅବସ୍ଥିତଥିଲା I
  • ମୋଶା ୧୨ ଛିଦ୍ର ଅନୁସନ୍ଧାନ କାରୀଙ୍କୁ କାଦେଶ –ବର୍ନିଆ ରୁ କିଣାନ ଦେଶକୁ ପଠାଇଥିଲେ I
  • ଇସ୍ରାଏଲ ଲୋକମାନେ ଯେତେବେଳେ ଜଂଗଲରେ ଭ୍ରମଣ କରୁଥିଲେ ତେବେ କାଦେଶରେ ଛାଉଣୀ ଢାଳିଥିଲେ I
  • ମିରିୟମ କାଦେଶ –ବର୍ନିଆରେ ମୃତ୍ୟୁ ବରଣ କରିଥିଲେ I
  • ଏହା ମିରିବା କାଦେଶ ଅଟେ ଯେଉଁଠାରେ ମୋଶା ପରମେଶ୍ୱରଙ୍କର ଅନାଜ୍ଞାକାରୀ ହୋଇଥିଲେ ଓ ଏକ ପଥର କୁ ଆଜ୍ଞା ଦେବା ବଦଳେ ତାହାକୁ ଆଘାତ କରିଥିଲେ ଯେଉଁ ଠାରେ ଇସ୍ରାଏଲ ଲୋକମାନେ ଜଳ ସେବନ କଲେ I
  • “କାଦେଶ “ଶବ୍ଦ ଏବ୍ରୀ ଶବ୍ଦ ରୁ ଆସି ଅଛି ଯାହାର ର ଅର୍ଥ ହେଉଛି “ପବିତ୍ର” କିଅବା “ଅଲଗା କରିବା” ଅଟେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ମରୁଭୁମୀ, ଇଦୋମ, ପବିତ୍ର)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H4809, H6946, H6947