or_tw/bible/names/edom.md

2.9 KiB
Raw Permalink Blame History

ଇଦୋମ୍, ଇଦୋମୀୟ,

ବାସ୍ତବତା

ଇଦୋମ ଏଷୌଙ୍କ ଆଉ ଏକ ନାମଥିଲା I ଯେଉଁ ସ୍ଥାନରେ ଏଷୌ ବାସ କରୁଥିଲେ ତାହା ଏଦୋମ୍ ଭାବେ ଜଣାଯାଏ I “ଇଦୋମୀୟମାନେ” ତାଙ୍କ ବଂଶଧରଥିଲେ I

  • ଇଦୋମର ସ୍ଥାନ ବାରମ୍ୱାର ବଦଳିଛି I

ଏହା ମୁଖ୍ୟତଃ ଦକ୍ଷିଣ ଇସ୍ରାଏଲ୍ ଅବସ୍ଥିତଥିଲା ଏବଂ ପରିଶେଷରେ ଦକ୍ଷିଣ ଯିହୁଦୀ ଆଡ଼କୁ ପ୍ରସାରିତ ହେଲା I

  • ନୂତନ ନୀୟମ ସମୟରେ, ଇଦୋମ ଦକ୍ଷିଣ ଯିହୁଦୀର ଅଧା ଅଞ୍ଚଳ ଆଡ଼କୁ ପ୍ରସାରିତ ହୋଇଛି I

ଗ୍ରୀକ୍ ଲୋକମାନେ ଏହାକୁ “ଇଦୋମୀୟ” ବୋଲି ଡାକିଲେ I “ଇଦୋମ” ନାମର ଅର୍ଥ “ଲାଲ୍” ଅଟେ ଯାହା ଏଷୌ ଜନ୍ମ ହେବା ସମୟରେ ଲାଲ୍ କେଶରେ ପୂର୍ଣ୍ଣ୍ଣଥିଲେ I କିମ୍ୱା ଏହା ରଙ୍ଗା ଡାଲି ଯାହା ଏଷୌ ନିଜର ଜନ୍ମଅଧିକାରକୁ ବିକ୍ରି କରିବା ବିଷୟକୁ ବୁଝାଏ I

  • ପୁରାତନ ନିୟମରେ, ଇଦୋମ୍ ଦେଶକୁ ଇସ୍ରାଏଲର ସତ୍ରୁ ଭାବରେ ବେଳେବେଳେ ବ୍ୟାଖ୍ୟା କରାଯାଏ I
  • ଓବଦିୟ ପୁରା ପୁସ୍ତକଟି ଇଦୋମର ଧ୍ୱଂସ ବିଷୟରେ ଅଟେ I

ପୁରାତନ ନୀୟମର ଭବିଷ୍ୟତବକ୍ତାମାନେ ଇଦୋମ ସମ୍ପର୍କରେ ନକରାକତ୍ମକ ଭାବବାଣୀ ଦେଇଥିଲେ I

(ଭାଷାନ୍ତର ନିମନ୍ତେ ପ୍ରସ୍ତାବନା: ନାମଗୁଡିକ କିପରି ଭାଷାନ୍ତର କରିବା)

(ମଧ୍ୟ ଦେଖନ୍ତୁ:ଶତ୍ରୁ,ଜନ୍ମଅଧିକାର,ଏଷୌ,ଓବଦିୟ,ଭବିଷ୍ୟତବକ୍ତା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H123, H130, H8165, G2401