or_tw/bible/names/esau.md

3.7 KiB
Raw Permalink Blame History

ଏଷୌ

ସୂଚନା:

ଏଷୌ ଇସ୍ ହାକ ଏବଂ ରିବିକାର ଯାଆଁଳା ପୁତ୍ରଥିଲେ I ସେ ପ୍ରଥମ ଜାତ ସନ୍ତାନ ସେମାନଙ୍କ କୋଳରେ ଜନ୍ମ ହୋଇଥିଲେ I ତାଙ୍କ ଯାଆଁଳା ଭାଇ ଯାକୁବଥିଲେ I

  • ଏଷୌ ତାହାର ଜ୍ୟେଷ୍ଠାଧିକାର ଯାକୁବକୁ ମସୁର ଡାଲି ବଦଳରେ ବିକ୍ରୟ କଲା I
  • ଯେହେତୁ ଏଷୌ ପ୍ରଥମ ଜାତ ସନ୍ତାନଥିଲା, ତାର ପିତା ଇସ୍ ହାକ ଏଷୌକୁ ସ୍ୱତନ୍ତ୍ର ଆଶୀର୍ବାଦ ଦେବାକୁଥିଲା I

କିନ୍ତୁ ଯାକୁବ ଇସ୍ ହାକକୁ ପ୍ରତାରଣ କରି ଆଶୀର୍ବାଦ ସେ ନେଲା I ପ୍ରଥମେ ସେ ଏତେ ରାଗିଲା ଯେ ଯାକୁବକୁ ମାରିବା ପାଇଁ ଚେଷ୍ଟା କଲା, କିନ୍ତୁ ପରେ ସେ ତାକୁ କ୍ଷମା ଦେଲା I

  • ଏଷୌର ଏନେକ ପିଲାମାନେ ଏବଂ ନାତି ନାତୁଣୀ ଥଲେ ଏବଂ ସେମାନେ ଏକ ବଡ଼ ଗୋଷ୍ଠୀ ହୋଇ କିଣାନ ଦେଶରେ ବାସ କଲେ I

(ଭାଷାନ୍ତର ନିମନ୍ତେ ପ୍ରସ୍ତାବନା:ନାମ ଗୁଡିକ କିପରି ଭାଷାନ୍ତର କରିବା)

(ମଧ୍ୟ ଦେଖନ୍ତୁ:ଇଦୋମ୍, ଇସ୍ ହାକ, ଯାକୁବ,ରିବିକା)

ବାଇବଲ ପଦପର୍ବ:

ବାଇବଲ କାହାଣୀରୁ ଉଦାହରଣସମୁହ:

  • ୦୬:୦୭ ଯେତେବେଳେ ରିବିକାର ସନ୍ତାନମାନେ ଜନ୍ମ ନେଲେ, ଜ୍ୟେଷ୍ଠ ପୁତ୍ର ରକ୍ତବର୍ଣ୍ଣ ଏବଂ ଲୋମଶଥିଲା ଏବଂ ସେମାନେ ତାକୁ_ ଏଷୌ__ଡାକିଲେ I
  • ୦୭: ତେଣୁ_ ଏଷୌ__ଯାକୁବକୁ ତାର ବଡ଼ ଭାଇ ଭାବରେ ଅଧିକାର ଦେଲା I
  • ୦୭:୦୪ ଇସ୍ ହାକ ଯେତେବେଳେ ଲୋମକୁ ସ୍ପର୍ଶ କଲା ଏବଂବସ୍ତ୍ରର ଗନ୍ଧ ପାଇଲା ସେ ଭାବିଲା ସେ_ ଏଷୌ__ ଏବଂ ତାକୁ ଆଶୀର୍ବାଦ କଲା I
  • ୦୭:୦୫ _ __ ଏଷୌ__ ଯାକୁବକୁ ଘୃଣା କଲା କାରଣ ସେ ତାର ଜ୍ୟେଷ୍ଠ ପୁତ୍ରର ଅଧିକାର ଏବଂ ଆଶୀର୍ବାଦ ଚୋରୀ କରି ନେଲା I
  • ୦୭:୧୦ କିନ୍ତୁ_ ଏଷୌ__ଯାକୁବକୁ କ୍ଷମା ଦେଇ ସାରିଥିଲା ଏବଂ ସେମାନେ ପରସ୍ପର ସାକ୍ଷାତ କରିବାରେ ଆନନ୍ଦ କଲେ I

ବୋର୍ଡ ଡାଟା :

  • Strong's: H6215, G2269