or_tw/bible/names/esau.md

42 lines
3.7 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଏଷୌ
## ସୂଚନା:
ଏଷୌ ଇସ୍ ହାକ ଏବଂ ରିବିକାର ଯାଆଁଳା ପୁତ୍ରଥିଲେ I
ସେ ପ୍ରଥମ ଜାତ ସନ୍ତାନ ସେମାନଙ୍କ କୋଳରେ ଜନ୍ମ ହୋଇଥିଲେ I
ତାଙ୍କ ଯାଆଁଳା ଭାଇ ଯାକୁବଥିଲେ I
* ଏଷୌ ତାହାର ଜ୍ୟେଷ୍ଠାଧିକାର ଯାକୁବକୁ ମସୁର ଡାଲି ବଦଳରେ ବିକ୍ରୟ କଲା I
* ଯେହେତୁ ଏଷୌ ପ୍ରଥମ ଜାତ ସନ୍ତାନଥିଲା, ତାର ପିତା ଇସ୍ ହାକ ଏଷୌକୁ ସ୍ୱତନ୍ତ୍ର ଆଶୀର୍ବାଦ ଦେବାକୁଥିଲା I
କିନ୍ତୁ ଯାକୁବ ଇସ୍ ହାକକୁ ପ୍ରତାରଣ କରି ଆଶୀର୍ବାଦ ସେ ନେଲା I
ପ୍ରଥମେ ସେ ଏତେ ରାଗିଲା ଯେ ଯାକୁବକୁ ମାରିବା ପାଇଁ ଚେଷ୍ଟା କଲା, କିନ୍ତୁ ପରେ ସେ ତାକୁ କ୍ଷମା ଦେଲା I
* ଏଷୌର ଏନେକ ପିଲାମାନେ ଏବଂ ନାତି ନାତୁଣୀ ଥଲେ ଏବଂ ସେମାନେ ଏକ ବଡ଼ ଗୋଷ୍ଠୀ ହୋଇ କିଣାନ ଦେଶରେ ବାସ କଲେ I
(ଭାଷାନ୍ତର ନିମନ୍ତେ ପ୍ରସ୍ତାବନା:[ନାମ ଗୁଡିକ କିପରି ଭାଷାନ୍ତର କରିବା](rc://*/ta/man/translate/translate-names))
(ମଧ୍ୟ ଦେଖନ୍ତୁ:[ଇଦୋମ୍](../names/edom.md), [ଇସ୍ ହାକ](../names/isaac.md), [ଯାକୁବ](../names/jacob.md),[ରିବିକା](../names/rebekah.md))
## ବାଇବଲ ପଦପର୍ବ:
* [ଆଦିପୁସ୍ତକ ୨୫:୨୪-୨୬](rc://*/tn/help/gen/25/24)
* [ଆଦିପୁସ୍ତକ ୨୫:୨୯-୩୦](rc://*/tn/help/gen/25/29)
* [ଆଦିପୁସ୍ତକ ୨୬:୩୪-୩୫](rc://*/tn/help/gen/26/34)
* [ଆଦିପୁସ୍ତକ ୨୭:୧୧-୧୨](rc://*/tn/help/gen/27/11)
* [ଆଦିପୁସ୍ତକ ୩୨:୩-୫](rc://*/tn/help/gen/32/03)
* [ଏବ୍ରୀ ୧୨:୧୪-୧୭](rc://*/tn/help/heb/12/14)
* [ରୋମୀୟ ୦୯:୧୦-୧୩](rc://*/tn/help/rom/09/10)
## ବାଇବଲ କାହାଣୀରୁ ଉଦାହରଣସମୁହ:
* __[୦୬:୦୭](rc://*/tn/help/obs/06/07)__ _ଯେତେବେଳେ ରିବିକାର ସନ୍ତାନମାନେ ଜନ୍ମ ନେଲେ, ଜ୍ୟେଷ୍ଠ ପୁତ୍ର ରକ୍ତବର୍ଣ୍ଣ ଏବଂ ଲୋମଶଥିଲା ଏବଂ ସେମାନେ ତାକୁ__ ଏଷୌ__ଡାକିଲେ I
* __[୦୭:](rc://*/tn/help/obs/07/02)__ _ତେଣୁ__ ଏଷୌ__ଯାକୁବକୁ ତାର ବଡ଼ ଭାଇ ଭାବରେ ଅଧିକାର ଦେଲା I
* __[୦୭:୦୪](rc://*/tn/help/obs/07/04)__ _ଇସ୍ ହାକ ଯେତେବେଳେ ଲୋମକୁ ସ୍ପର୍ଶ କଲା ଏବଂବସ୍ତ୍ରର ଗନ୍ଧ ପାଇଲା ସେ ଭାବିଲା ସେ__ ଏଷୌ__ ଏବଂ ତାକୁ ଆଶୀର୍ବାଦ କଲା I
* __[୦୭:୦୫](rc://*/tn/help/obs/07/05)__ _ __ ଏଷୌ__ ଯାକୁବକୁ ଘୃଣା କଲା କାରଣ ସେ ତାର ଜ୍ୟେଷ୍ଠ ପୁତ୍ରର ଅଧିକାର ଏବଂ ଆଶୀର୍ବାଦ ଚୋରୀ କରି ନେଲା I
* __[୦୭:୧୦](rc://*/tn/help/obs/07/10)__ _କିନ୍ତୁ__ ଏଷୌ__ଯାକୁବକୁ କ୍ଷମା ଦେଇ ସାରିଥିଲା ଏବଂ ସେମାନେ ପରସ୍ପର ସାକ୍ଷାତ କରିବାରେ ଆନନ୍ଦ କଲେ I
## ବୋର୍ଡ ଡାଟା :
* Strong's: H6215, G2269