or_tw/bible/names/simeon.md

2.8 KiB
Raw Permalink Blame History

ଶିମୀୟୋନ

ସତ୍ୟ ଘଟଣାବଳୀ:

ଶିମୀୟୋନ ଯାକୁବଙ୍କର ଦ୍ୱିତୀୟ ପୁତ୍ର ଥିଲେ। ସେ ଲେୟାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ତାଙ୍କର ବଂଶଧରମାନେ ଇସ୍ରାଏଲର ଏକ ଗୋଷ୍ଠୀ ହେଲେ।

  • ତାଙ୍କଠାରୁ ଉତ୍ପନ ଗୋଷ୍ଠୀ  “ଶିମୀୟୋନ ଗୋଷ୍ଠୀ”ଭାବରେ ଜଣାଶୁଣା ଅଟେ  ।
  • ଶିମୀୟୋନ ଶବ୍ଦ ଏବ୍ରୀ ଶବ୍ଦ  “ଶୁଣିବା”ସହ ସମାନ ଅଟେ  ।
  • ଶିମୀୟୋନ ଗୋଷ୍ଠୀ କିଣାନର ପ୍ରତିଜ୍ଞା କରାଯାଇଥିବା ଦେଶର ଦକ୍ଷିଣର ଭାଗର କିଛି ଅଂଶକୁ ଦଖଲ କଲେ। ଏହାର ଭୂମି ସମ୍ପୁର୍ଣ୍ଣ ଭାବରେ ଯିହୁଦାର ଭୂମିରେ ଘେରି ରହିଥିଲା । ଯେତେବେଳେ ଏକ ଅଞ୍ଚଳର ନାମ ଭାବରେ ବ୍ୟବହୃତ ହୁଏ,  “ଶିମୀୟୋନ”ଶବ୍ଦ ଶିମୀୟୋନ ଗୋଷ୍ଠୀ ଦିଆଯାଇଥିବା ଭୂମିକୁ ବୁଝାଏ ।
  • ଯେବେ ଯୋଷେଫ ଏବଂ ମରୀୟମ ଶିଶୁ ଯୀଶୁଙ୍କୁ ଯିରୂଶାଲମର ମନ୍ଦିରକୁ ଆଣି ଈଶ୍ଵରଙ୍କ ନିକଟରେ ସମର୍ପଣ କଲେ, ଶିମୀୟୋନ ନାମକ ଜଣେ ବୃଦ୍ଧ ତାଙ୍କୁ ମସୀହଙ୍କୁ ଦେଖିବା ପାଇଁ ଅନୁମତି ଦେଇଥିବାରୁ ଈଶ୍ଵରଙ୍କୁ ପ୍ରଶଂସା କଲେ ।
  • ଶିମୀୟୋନ ନାମକ ଅନ୍ୟ ଜଣେ ବ୍ୟକ୍ତି ଲୂକଙ୍କର ଯୀଶୁଙ୍କ ବଂଶାନୁକ୍ରମିକ ତାଲିକା ଉଲ୍ଲେଖ କରାଯାଇଛନ୍ତି ।

(ନାମଗଡ଼ିକ କିପରି ଅନୁବାଦ କରିବେ; ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଯାକୁବର ବାର ଗୋଷ୍ଠୀ, ଯିହୂଦାଲେୟା: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H8095, H8099, G48260