or_tw/bible/names/beersheba.md

2.0 KiB
Raw Permalink Blame History

ବେରଶେବା

ଘଟଣାବଳି:

ପୂରାତନ ନୀୟମ ସମୟରେ ଯିରୁଶାଲମର ଦକ୍ଷିଣ ପଶ୍ଚିମର 45 ମାଇଲ ଦୂରରେ ଗୋଟିଏ ମରୁଭୂମି ଅଞ୍ଚଳରେ ବେରଶେବା ବୋଲି ଗୋଟିଏ ସହରଥିଲା ׀

  • ବେରଶେବା ର ଚତୁଃପାର୍ଶ୍ୱରେ ଥିବା ମରୁଭୂମି ଗୋଟିଏ ପ୍ରାନ୍ତରଥିଲା ଯେଉଁଠାରେ ଅବ୍ରହାମ ସେମାନଙ୍କୁ ତମ୍ୱୁରୁ ବିତାଡ଼ିତ କଲାପରେ ହାଗାର ଓ ଇଶ୍ମାୟେଲ ସେହି ଅଞ୍ଚଳରେ ଘୂରି ବୁଲିଲେ ׀
  • ଏହି ସହରର ନାମର ଅର୍ଥ "ଶପଥ କୂପ" ׀

ଏହୀନାମ ଦିଆଯାଇଥିଲା ଯେତେବେଳେ ଅବ୍ରହାମ ଅବିମେଲକ ରାଜା ର ଲୋକଙ୍କୁ ଅବ୍ରହାମଙ୍କ କୂଅ ରୁ ଧରାଯାଇଥିବା ବେଳେ ଦଣ୍ଡ ନ ଦେବାକୁ ଶପଥ କରିଥିଲେ ׀

ଅନୁବାଦ ର ପ୍ରସ୍ତାବ

ନାମ ଗୁଡ଼ିକର କିପରି ଅନୁବାଦ ହେବ

(ଦେଖନ୍ତୁ: ଅବିମେଲକ, ଅବ୍ରହାମ, ହାଗାର, ଇଶ୍ମାୟେନ, ଯିରୁଶାଲମ, ପ୍ରତିଜ୍ଞା)

===== ବାଇବଲ ସମ୍ୱନ୍ଧ ଉଲ୍ଲେଖ:=====

ବୋର୍ଡ ଡାଟା :

  • Strong's: H884