or_tw/bible/names/abimelech.md

2.7 KiB
Raw Permalink Blame History

ଅବିମେଲକ

ତଥ୍ୟମାନ:

ଯେଉଁ ସମୟରେ ଅବ୍ରହାମ ଏବଂ ଇସ୍‌ହାକ କିଣାନ ଦେଶରେ ବାସ କରୁଥିଲେ ସେହି ସମୟରେ ଅବିମେଲକ ଗରାର ଅଞ୍ଚଳ ଉପରେ ପଲେଷ୍ଟୀୟ ରାଜାଥିଲେ I

  • ଅବ୍ରହାମ ସାରାଙ୍କୁ ନିଜ ସ୍ତ୍ରୀ କହିବା ବଦଳରେ ଭଉଣୀ କହି ରାଜା ଅବିମେଲକଙ୍କୁ ଠକିଲେ I
  • ଅବ୍ରହାମ ଏବଂ ଅବିମେଲକ ବେରଶେବାରେ ଥିବା କୂପଗୁଡିକର ମାଲିକାନା ବିଷୟରେ ଚୁକ୍ତି କଲେ I
  • ବହୁ ବର୍ଷ ପରେ, ଇସ୍‌ହାକ ମଧ୍ୟ ନିଜ ସ୍ତ୍ରୀ ରିବିକାଙ୍କୁ ତାଙ୍କ ଭଉଣୀ କହି ଅବିମେଲକ ଏବଂ ଗରାରର ଅନ୍ୟମାନଙ୍କୁ ଠକିଲେ I
  • ରାଜା ଅବିମେଲକ ଅବ୍ରହାମ ଏବଂ ପରେ ଇସ୍‌ହାକଙ୍କୁ ମିଛ କହିଥିବାରୁ ଅନୁଯୋଗ କଲେ I
  • ଅବିମେଲକ ନାମକ ଅନ୍ୟ ଏକ ବ୍ୟକ୍ତି ଗିଦୀଅ‌ନ୍‌ଙ୍କ ପୁତ୍ର ଏବଂ ଯୋଥମ୍‌ର ଜଣେ ଭାଇଥିଲେ I
  • କେତେକ ଅନୁବାଦରେ ରାଜା ଅବିମେଲକ ଯେ ଅନ୍ୟ ଏକ ବ୍ୟକ୍ତି ତାହା ବୁଝିବା ନିମନ୍ତେ କିଛି ନାମରେ ବନାନ ପରିବର୍ତ୍ତନ କରି ବ୍ୟବହାର କରାଯାଇପାରିବ I

(ଅନୁବାଦ ସୂଚନା: ନାମକୁ ଅନୁବାଦ କିପରି କରାଯାଏ)

(ମଧ୍ୟ ଦେଖିପାରିବା: ବେର୍‌ଶେବା, ଗରାର, ଗିଦିଅନ୍, ଯୋଥମ୍, ପଲେଷ୍ଟୀୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H40