or_tw/bible/names/jotham.md

1.9 KiB
Raw Permalink Blame History

ଯୋଥାମ

ସଂଜ୍ଞା:

ପୁରାତନ ନିୟମରେ ତିନି ଜଣ ଅଛନ୍ତି ଯାହାର ନାମ ଯୋଥାମ ଅଟେ I

  • ଏକ ବ୍ୟକ୍ତିର ନାମ ଯୋଥାମ ଯେ ଗିଦିୟନ ର କନିଷ୍ଟ ପୁତ୍ର ଅଟେ I

ଯୋଥାମ ତାର ବଡ଼ ଭାଇ କୁ ହରାଇବାକୁ ସାହାଯ୍ୟ କରିଥିଲା ଯେ ତାର ଆଉ ସବୁ ଭାଇକୁ ହତ୍ୟା କରିଥିଲା I

  • ଆଉ ଏକ ବ୍ୟକ୍ତିର ନାମ ଯେ ଯିହୁଦା ର ରାଜା ୧୬ ବର୍ଷଯାଏଥିଲା, ତାଙ୍କର ପିତା (ଉସୀୟ) ର ମୃତ୍ୟୁ ପରେ ସେ ଶାସନ କଲେ I
  • ତାଙ୍କର ପିତା ପରି ଯୋଥାମ ପରମେଶ୍ୱରଙ୍କର ଆଜ୍ଞାକାରୀ ହେଲେ ଓ ସେ ଏକ ଉତ୍ତମ ରାଜାଥିଲେ I
  • ଯାହା ଭି ହେଉ, ମୂର୍ତ୍ତି ପୂଜା ସ୍ଥାନ ସବୁ ଦୁର ନ କରି ସେ ଯିହୁଦାର ଲୋକଙ୍କୁ ପୁଣି ଥରେ ପରମେଶ୍ୱରଙ୍କଠାରୁ ଦୁରେଇ ଦେଲେ I
  • ଯୋଥାମ ଏକ ପୂର୍ବ ପୁରୁଷ ଯେ ମାଥିଉରେ ଯୀଶୁଙ୍କ ବଂଶାବଳିରେ ଉଲ୍ଲେଖ ଅଛି I

(ଆହୁରି ଦେଖନ୍ତୁ: ଅବିମେଳକ, ଆହସ, ଗିଦିଆନ, ଉସୀୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3147