or_tw/bible/names/ahaz.md

1.8 KiB
Raw Permalink Blame History

ଆହସ

ସଂଜ୍ଞା:

ଯିହୁଦା ଦେଶର ଏକ ଦୁଷ୍ଟ ରାଜା ଆହସ ଯେ ଖ୍ରୀଷ୍ଟପୂର୍ବ ୭୩୨ଠାରୁ ଖ୍ରୀଷ୍ଟପୂର୍ବ ୭୧୬ ପର୍ଯ୍ୟନ୍ତ ଶାସନ କଲେ I ଏହା ଇସ୍ରାଏଲ ଓ ଯିହୁଦା ଦେଶ ବନ୍ଦିତ୍ୱ ଅବସ୍ଥାରେ ବାବିଲୋନ୍‌ରେ ରହିବାର ପ୍ରାୟ ୧୪୦ ବର୍ଷ ପୂର୍ବର ବିଷୟଥିଲା I

  • ସେ ଯେତେବେଳେ ଯିହୁଦାକୁ ଶାସନ କରୁଥିଲେ, ଆହାସ ଆସରିୟାର ମିଥ୍ୟା ଦେବତାକୁ ପୂଜା କରିବା ପାଇଁ ଏକ ବେଦୀ ନିର୍ମାଣ କରିଥିଲେ I
  • ଆହସ ରାଜା ତାଙ୍କର କୋଡିଏ ବର୍ଷ ବୟସରେ ଯିହୁଦା ରାଜ୍ୟକୁ ଷୋହଳ ବର୍ଷ ଶାସନ କଲେ I

(ଅନୁବାଦର ପ୍ରସ୍ତାବିତ ବିଷୟମାନ: ନାମର ଆନୁବାଦ କିପରି କରାଯାଏ)

(ମଧ୍ୟ ଦେଖିପାରିବା: ବାବିଲୋନ)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H271