or_tw/bible/names/uzziah.md

2.5 KiB
Raw Permalink Blame History

ଉସୀୟ,ଆଜ଼ାରିୟା

ତଥ୍ୟ:

ଉସୀୟ ୧୬ ବର୍ଷ ବୟସରେ ଯିହୁଦାର ରାଜା ହେଲେ ଓ ସେ ୫୨ ବର୍ଷ ରାଜତ୍ୱ କଲେ ଯାହା ସାଧାରଣ ଭାବରେ ଏକ ଲମ୍ବା ସମୟ ଶାସନ କଲେ I ଉସୀୟ ରାଜା “ଆଜ଼ାରିୟା “ନାମରେ ପ୍ରସିଦ୍ଧ ଅଟେ I

  • ରାଜା ଉସୀୟ ତାହାର ସଂଗଠିତ ଓ ଦକ୍ଷତା ସେନା ନିମନ୍ତେ ପ୍ରସିଦ୍ଧ ଅଟେ I

ସହର କୁ ସୁରକ୍ଷା ଦେବା ନିମନ୍ତେ ବଡ଼ ବଡ଼ ଦୁର୍ଗ ନିର୍ମାଣ କରିଥିଲେ ଓ ବିଶେଷ ରୂପରେ ଯୁଦ୍ଧ ଅସ୍ତ୍ର ପର୍ବତ ଆରୋହଣ ନିମନ୍ତେ ଓ ତୀର ଓ ବଡ଼ ବଡ଼ ପଥର ମଧ୍ୟ ନିର୍ମାଣ କରିଥିଲେ I

  • ଯେତେ ପର୍ଯ୍ୟନ୍ତ ଉସୀୟ ପ୍ରଭୁଙ୍କର ସେବା କରୁଥିଲେ ସେ ସଫଳ ହେଉଥିଲେ I

ତାହାର ରାଜତ୍ୱ ର ଅନ୍ତରେ, ଯାହା ଭି ହେଉ ସେ ଗର୍ବ କଲେ ଓ ପରମେଶ୍ୱରଙ୍କର ଅନାଜ୍ଞାକାରୀ ହେଲେ ଓ ମନ୍ଦିରରେ ଧୁପ ଜଳାଇଲେ ଯାହା କେବଳ ଯାଜକ କୁ ହିଁ ଅନୁମତି ଥିଲା I

  • ଏହି ପାପ ହେତୁ, ଉସୀୟ କୁଷ୍ଠ ରୋଗରେ ପୀଡିତ ହେଲେ ଓ ସବୁଠାରୁ ଅଲଗା ହୋଇ ତାହାର ରାଜତ୍ୱ ର ଶେଷ ଯାଇ ରହିଲା I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଯିହୁଦା, ରାଜା, କୁଷ୍ଠ, ରାଜତ୍ୱ, ସୁରକ୍ଷା ଦୁର୍ଗ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H5814, H5818, H5838, H5839