or_tw/bible/names/ishmael.md

3.5 KiB
Raw Permalink Blame History

ଇସ୍ମାଏଲ,

ତଥ୍ୟ:

ଇସ୍ମାଏଲ ଅବ୍ରହାମ୍ ଓ ମିସରୀୟ ହାଗାରର ପୁତ୍ର ଅଟେ I ପୁରାତନ ନିୟମରେ ଅନେକ ଲୋକ ର ନାମ ଇସ୍ମାଏଲ ଅଟେ I

  • “ଇସ୍ମାଏଲ” ନାମ ଅର୍ଥ ହେଉଛି “ପରମେଶ୍ୱର ଶୁଣନ୍ତି” I
  • ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ ଅବ୍ରହାମ୍ ର ପୁତ୍ର ଇସ୍ମାଏଲ କୁ ଆଶୀର୍ବାଦ କରିବେ କିନ୍ତୁ ସେ ପରମେଶ୍ୱର ଦ୍ୱାରା ପ୍ରତିଜ୍ଞାତ୍ ଚୁକ୍ତିର ସନ୍ତାନ ନଥିଲେ I
  • ପରମେଶ୍ୱର ହାଗାର ଓ ଇସ୍ମାଏଲ କୁ ଯେତେବେଳେ ମରୁଭୁମୀ ଆଡ଼କୁ ଯାଉଥିଲେ ସୁରକ୍ଷା କଲେ I
  • ଯେତେବେଳେ ଇସ୍ମାଏଲ ପାରନ ମରୁଭୂମିରେ ରହୁଥିଲେ ସେ ଏକ ମିସରୀୟ ସ୍ତ୍ରୀ କୁ ବିବାହ କଲେ I

Iନାଥାନୀୟ ର ପୁତ୍ର ଇସ୍ମାଏଲ ଯିହୁଦାର ଏକ ସୈନ୍ୟ ହାକିମଥିଲେ ଯେ ଏକ ସମୁହ ର ନେତୃତ୍ୱ ନେଇଥିଲେ କି ଏକ ରାଜ୍ୟପାଳ କୁ ହତ୍ୟା କରନ୍ତି ଯେ ବାବିଲୋନୀୟ ରାଜା ନବୁକଦ୍‌ନେସର ଦ୍ୱାରା ନିଯୁକ୍ତି କରା ଯାଇଥିଲେ I

  • ପୁରାତନ ନିୟମରେ ଆହୁରି ଚାରି ଜନ ଲୋକଙ୍କ ନାମ ଇସ୍ମାଏଲ ଅଟେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଅବ୍ରହାମ୍, ବାବିଲନ, ଚୁକ୍ତି, ମରୁଭୁମୀ, ମିସର, ହାଗାର, ଇସାକ, ନବୁକଦ୍‌ନେସର, ପାରନ, ସାରା)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୦୫: ଏଥି ନିମନ୍ତେ ଅବ୍ରହାମ୍ ହାଗାର ସହିତ ବିବାହ କଲେ I

ହାଗାର ର ଏହା ଶିଶୁ ସନ୍ତାନ ହେଲା ଓ ଅବ୍ରହାମ୍ ତାର ନାମ __ଇସ୍ମାଏଲ __ ରଖିଲେ I

  • ୦୫:୦୪ “ମୁଁ __ଇସ୍ମାଏଲ__ାରୁ ଏକ ମହାନ ଜାତି ଉତ୍ପନ କରିବି କିନ୍ତୁ ମୋର ଚୁକ୍ତି ଇସାକ ସହିତ ରହିବ I

ବୋର୍ଡ ଡାଟା :

  • Strong's: H3458, H3459