or_tw/bible/names/paran.md

2.5 KiB

ପାରଣ

ତଥ୍ୟ ଗୁଡ଼ିକ

ପାରଣ ଏକ ମରୁଭୂମି ବା ପ୍ରାନ୍ତରଥିଲା ଯାହା ମିସରର ପୂର୍ବ ଦେଶରେ ଏବଂ କିଣନ ଦେଶର ଦକ୍ଷିଣ ଦିଗରେଥିଲା I ଗୋଟିଏ ପାରଣ ପର୍ବତ ମଧ୍ୟଥିଲା, ଯାହା ହୁଏତ ସୀନୟ ପର୍ବତର ଅନ୍ୟ ନାମ ହୋଇଥାଇପାରେ I

  • କ୍ରୀତଦାସୀ ହାଗାର ଏବଂ ତାହାର ପୁତ୍ର ଇସ୍ମାଏଲଙ୍କୁ ତଡି ଦେବା ନିମନ୍ତେ ସାରା ଅବ୍ରହାମଙ୍କୁ ଆଜ୍ଞା କଲା ପରେ ସେମାନେ ପାରଣର ମରୁଭୂମି ବା ପ୍ରାନ୍ତରରେ ବାସ କରିବା ନିମନ୍ତେ ଗଲେ I
  • ଯେତେବେଳେ ମୋଶା ଇସ୍ରାଏଲୀୟମାନଙ୍କୁ ମିସରରୁ ବାହାର କରି ଆଣିଲେ, ସେମାନେ ପାରଣର ମରୁଭୂମି ବା ପ୍ରାନ୍ତର ମଧ୍ୟ ଦେଇ ଯାତ୍ରା କଲେ I
  • ପାରଣର ପ୍ରାନ୍ତରରେ କାଦେଶ ବର୍ଣ୍ଣେୟଠାରୁ ହିଁ ମୋଶା ବାର ଜଣ ଲୋକଙ୍କୁ କିଣାନ ଦେଶକୁ ଗୁପ୍ତଚର ଭାବରେ ଯାଇ ବିବରଣ ନେଇ ଫେରି ଆସିବା ନିମନ୍ତେ ପ୍ରେରଣ କଲେ I
  • ସିନ୍ ପ୍ରାନ୍ତର ପାରଣର ଉତ୍ତରରେଥିଲା ଏବଂ ସୀନ ପ୍ରାନ୍ତର ପାରଣର ଦକ୍ଷିଣରେଥିଲା I

(ଅନୁବାଦ କରିବା ନିମନ୍ତେ ପ୍ରସ୍ତାବଗୁଡ଼ିକ: କିପରି ନାମଗୁଡ଼ିକ ଅନୁବାଦ କରିବ I)

(ଆହୁରି ମଧ୍ୟ ଦେଖ: କିଣାନ, ମରୁଭୂମି, ମିସର, କାଦେଶ, ସୀନୟ)

ବାଇବଲ ପଦଗୁଡିକ

ବୋର୍ଡ ଡାଟା :

  • Strong's: H364, H6290