or_tw/bible/names/sinai.md

3.0 KiB

ସୀନୟ, ସୀନୟ ପର୍ବତ

ଘଟଣାବଳି:

ସୀନୟ ପର୍ବତ ଗୋଟିଏ ପାହାଡ ଯାହା ବର୍ତ୍ତମାନ କୁହାଯାଉଥିବା ସୀନୟ ଉପଦ୍ୱିପର ଦକ୍ଷିଣ ଦିଗରେ ଅବସ୍ଥିତ ହୋଇଥାଇପାରେ ଏହାକୁ ମଧ୍ୟ “ହୋରେନ୍ ପର୍ବତ” କୁହାଯାଏ

  • ସୀନୟ ପର୍ବତ ବିଶାଳ ପାର୍ୱତୀୟ ମରୁଭୁମୀର ଅଂଶ ବିଶେଷ ଅଟେ
  • ଇସ୍ରାଏଲ ସନ୍ତାନ ଗଣ ସୀନୟ ପର୍ବତ କୁ ଆସିଲେ ଯେହେତୁ ସେମାନେ ମିସର ଦେଶରୁ ପ୍ରତିଜ୍ଞାତ ଦେଶକୁ ଯାତ୍ରା କରୁଥିଲେ
  • ପରମେଶ୍ୱର ମୋଶାଙ୍କୁ ସୀନୟ ପର୍ବତରେ ଦଶ ଆଜ୍ଞା ଦେଲେ

(ଦେଖ: ମରୁଭୁମୀ, ମିସର, ହୋରେନ୍, ପ୍ରତିଜ୍ଞାତ ଦେଶ, ଦଶ ଆଜ୍ଞା)

ବାଇବଲ ସନ୍ଦର୍ୱ:

ବାଇବଲ କାହାଣୀ ର ଉଦାହରଣ:

  • _ ୧୩:୦୧_ ପୁଣି ପରମେଶ୍ୱର ଇସ୍ରାଏଲ ସନ୍ତାନଗଣ କୁ ସୁଫ ସାଗର ଦେଇ କଢେଇ ନେଲେ, ସେ ସେମାନଙ୍କୁ ପ୍ରାନ୍ତରରୁ କଢେଇ ନେଇ ଏକ ପର୍ବତ ଯାହାକୁ ସୀନୟ.
  • _ ୧୩:୦୩_ ତିନିଡିଂ ପରେ, ଇସ୍ରାଏଲ ସନ୍ତାନଗଣ ଆତ୍ମିକ ଭାବେ ପ୍ରସ୍ତୁତ ହେଲା ପରେ, ପରମେଶ୍ୱର _ସୀନୟ ପର୍ବତ ର _ ଅଗ୍ରଭାଗରୁ ମେଘ ଗର୍ଜନ, ବିଜୁଳି, ଧୁଁଆ ଏବଂ ଉଚ୍ଚ ତୁରିଧ୍ୱନିରେ ତଳକୁ ଓହ୍ଲାଇ ଆସିଲେ
  • ୧୩:୧୧ କେତେଦିନ ପର୍ଯ୍ୟନ୍ତ, ମୋଶା ସୀନୟ ପର୍ବତ ଉପରେ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କଲେ
  • ୧୫:୧୩ ପରେ ଯିହୋଶୁୟ ପରମେଶ୍ୱର ସୀନୟ ପର୍ବତରେ ଇସ୍ରାଏଲ ସନ୍ତାନମାନଙ୍କ ସହିତ ହୋଇଥିବା ବାଧ୍ୟ ହେବା ଚୁକ୍ତି କୁ ମନେ ପକାଇ ଦେଲେ

ବୋର୍ଡ ଡାଟା :

  • Strong's: H2022, H5514, G3735, G4614