or_tw/bible/names/horeb.md

2.7 KiB
Raw Permalink Blame History

ହରେବ

ସଂଜ୍ଞା:

ହରେବ ପର୍ବତର ନାମ ସିନୟ ପର୍ବତ ଅଟେ, ଯେଉଁଠାରେ ପ୍ରଭୁ ମୋଶାକୁ ଦଶ ଆଜ୍ଞା ର ପ୍ରସ୍ତର ଫଳକ ପ୍ରଦାନ କରିଥିଲେ I

  • ହରେବ ପର୍ବତ କୁ “ପରମେଶ୍ୱରଙ୍କ ପର୍ବତ “କୁହାଯାଏ I
  • ହରେବ ସେହି ସ୍ଥାନ ଅଟେ ଯେଉଁଠାରେ ମୋଶା ମେଷ ପଲ ଚରାଇବା ସମୟରେ ଜ୍ୱଳନ୍ତ
  • ହରେବ ସେହି ସ୍ଥାନ ଯେଉଁଠାରେ ଇଶ୍ୱର ତାହାଙ୍କ ଚୁକ୍ତି ନାମା ଇସ୍ରାଏଲ ଲୋକଙ୍କୁ ଲିଖିତ ଦଶ ଆଜ୍ଞା ର ଦୁଇ ପ୍ରସ୍ତର ଫଳକ ପ୍ରଦାନ କରି ଚୁକ୍ତି ନାମା ପ୍ରକାଶ କରିଥିଲେ I
  • ଏହା ସେହି ସ୍ଥାନ ଯେଉଁଠାରେ ପରମେଶ୍ୱର ମୋଶା କୁ ଏକ ପଥର ଉପରେ ଆଘାତ କରିବାକୁ କହିଥିଲେ ପାଣି ବାହାର କରିବା ନିମନ୍ତେ ଯେତେବେଳେ ଇସ୍ରାଏଲ ଲୋକମାନେ ମରୁଭୁମୀରେ ଭ୍ରମଣ କରୁଥିଲେ ସେ ସମୟରେ I
  • ଏହି ପର୍ବତର ପ୍ରକୃତ ସ୍ଥାନ ଅଜଣା ଅଟେ କିନ୍ତୁ ହୋଇପାରେ ବର୍ତ୍ତମାନ ସିନୟ ସମତଳ ର ଦକ୍ଷିଣ ପାର୍ଶ୍ୱରେ ହୋଇପାରେ I
  • ସମ୍ଭବତ “ହରେବ” ପ୍ରକୃତ ନାମ ପର୍ବତର ହେଲେ ଓ “ସିନୟ ପର୍ବତର” ଅର୍ଥ “ସିନୟରେ ଥିବା ପର୍ବତ “ହୋଇପାରେ କିଅବା ଏହା ମଧ୍ୟ ହୋଇପାରେ କି ହରେବ ପର୍ବତ, ସିନୟ ପର୍ବତରେ ଅବସ୍ଥିତ ଅଟେ I

(ଆହୁରି ଦେଖନ୍ତୁ: ଚୁକ୍ତି ନାମା, ଇସ୍ରାଏଲ, ମୋଶା, ସିନୟ, ଦଶ ଅଜ୍ଞା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2722