or_tw/bible/names/canaan.md

3.8 KiB
Raw Permalink Blame History

କିଣାନ, କିଣାନୀୟ, କିଣାନୀୟମାନେ

ତଥ୍ୟ ଅଧାରିତ:

ହାମ କିଣାନର ପିତା,ନୋହଙ୍କର ପୁତ୍ରମାନଙ୍କ ମଧ୍ୟରୁ ଜଣେ କିଣାନୀୟ ହେଉଛନ୍ତି କିଣାନର ବଂଶଧର

  • ଶବ୍ଦ “କିଣାନ” କିମ୍ୱା “କିଣାନ ଦେଶ” ଭୁମଧ୍ୟ ସାଗର ଓ ଯର୍ଦନ ନଦୀ ମଝିରେ ଥିବା ଅଞ୍ଚଳକୁ ବୁଝାଏ

ଏହାର ସୀମା ମିସର ଓ ଦକ୍ଷିଣକୁ ସୀରିଆ କିନାରା ପର୍ଯ୍ୟନ୍ତ

  • ଏହି ଦେଶରେ କିଣାନୀୟମାନଙ୍କ ସହିତ ଅନ୍ୟ ଲୋକଦଳ ମଧ୍ୟ ବସବାସ କରୁଥିଲେ
  • ପରମେଶ୍ୱର ଅବ୍ରାହମ ଓ ତାଙ୍କର ସନ୍ତାନମାନଙ୍କୁ କିଣାନ ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ, ଇସ୍ରାଏଲ-ସନ୍ତାନଗଣ

(ଭାଷାନ୍ତର ନିମନ୍ତେ ଉପଦେଶ: ନାମ ଗୁଡିକୁ ଅନୁବାଦ କରିବେ କିପରି)

(ଆହୁରି ଦେଖ: ହାମ, ପ୍ରତିଜ୍ଞାତ ଦେଶ)

ବାଇବଲ ପୃଷ୍ଠଭୂମି

ବାଇବଲରେ ଥିବା କାହାଣୀ ରୁ କିଛି ଉଦାହରଣ:

  • _ ୦୪:୫_ ସେ (ଅବ୍ରାମ) ଆପଣାର ଭାର୍ଯା, ସାରୀ, ସବୁ ସମ୍ପତି, ଚାକର (ପରିଚାରକ) ଏବଂ ଲବ୍ଧ ପ୍ରାଣୀମାନଙ୍କୁ ଘେନି ପରମେଶ୍ୱର ପ୍ରତିଜ୍ଞା କରିଥିବା କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନ ଦେଶରେ ପହଂଚିଲେ
  • ୦୪:୦୬ ଯେତେବେଳେ ଅବ୍ରାମ ପହଁଚିଲେ_କିଣାନ _ ପରମେଶ୍ୱର କହିଲେ, “ତୁମ୍ଭର ଚତୁଃ ପାର୍ଶ୍ୱକୁ ଦୃଷ୍ଟିପାତ କର

ମୁଁ ତୁମ୍ଭକୁ ଓ ଯୁଗାନୁକ୍ରମେ ତୁମ୍ଭର ବଂଶକୁ ଯେ ସକଳ ଦେଶ ଦେବା

  • ୦୪:୦୯_ “ମୁଁ କିଣାନ ଦେଶ ତୁମ୍ଭଙ୍କୁ ଓ ତୁମ୍ଭର ସନ୍ତାନଗଣଙ୍କୁ ଦେଲି”
  • _ ୦୫:୦୩ _ “ପୁଣି ତୁମ୍ଭେ ଏବେ ଏହି ଯେଉଁ କିଣାନ ଦେଶରେ ପ୍ରବାସ କରୁଅଛ, ତହିଁର ସମୁଦାୟ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ଭବିଷ୍ୟଦ ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଦେବା ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା”
  • _ ୦୭:୦୮_ ଦୀର୍ଘ ବର୍ଷ ଘରଠାରୁ ବିଦେଶରେ କାଟିବା ପରେ, କିଣାନ, ଯାକୁଵ ତାର ପରିବାର, ଦାସ ଓ ସମସ୍ତ ଲବ୍ଧ ପ୍ରାଣୀମାନଙ୍କୁ ନେଇ ଫେରିଲା

ବୋର୍ଡ ଡାଟା :

  • Strong's: H3667, H3669, G2581, G5478