or_tw/bible/names/nebuchadnezzar.md

5.0 KiB
Raw Permalink Blame History

ନବୁଖତନିତ୍ସର

ଘଟଣାବଳି:

ବାବିଲୋନ ଦେଶର ନବୁଖତନିତ୍ସର ରାଜାଥିଲେ ଯାହାଙ୍କର ଶକ୍ତିଶାଳୀ ସୈନ୍ୟମାନେ ଅନେକ ଲୋକଦଳ ଓ ଦେଶ ଗୁଡିକ ଅଧିକାର କରିଥିଲେ

  • ନବୁଖତନିତ୍ସରଙ୍କର ନେତୃତ୍ୱରେ, ବାବିଲୋନର ସୈନିକମାନେ ଆକ୍ରମଣ କରି ଯିହୁଦା ରାଜ୍ୟକୁ ଅଧିକାର କଲେ ଏବଂ ଯିହୁଦାର ଅଧିକାଂଶ ଲୋକମାନଙ୍କୁ ବନ୍ଦୀ କରି ବାବିଲୋନ କୁ ନେଲେ

ବନ୍ଦୀମାନଙ୍କୁ ସେଠାରେ ୭୦ ବର୍ଷ ରହିବାକୁ ବାଧ୍ୟ କଲେ ଯାହାକୁ “ବାବିଲୋନ ନିର୍ୱାସନ” କୁହାଯାଏ

  • ନିର୍ୱାସନ ମଧ୍ୟରୁ ଗୋଟିଏ, ଦାନିଏଲ, ରାଜା ନବୁଖତନିତ୍ସରଙ୍କର ଦର୍ଶନ ଗୁଡିକର ନିଗୁଢ ବିଷୟ କହିଛନ୍ତି
  • ଇସ୍ରାଏଲର ଆଉ ତିନିଜଣ ମଧ୍ୟ ବନ୍ଦୀ ହୋଇଥିଲେ, ହନନୀୟ, ମୀଶାୟେଲ ଏବଂ ଅସରୀୟଙ୍କୁ ଅଗ୍ନିକୁଣ୍ଡକୁ ଫିଙ୍ଗିଲେ ଯେହେତୁ ସେମାନେ ବହୁତ ବଡ ସ୍ୱର୍ଣ୍ଣ ମୂର୍ତ୍ତି ଯାହା ନବୁଖତନିତ୍ସର ତିଆରି କରିଥିଲେ ତାହାକୁ ପ୍ରଣାମ କରିବାକୁ ଅରାଜି ହେଲେ
  • ରାଜା ନବୁଖତନିତ୍ସର ଜଣେ ଅହଂକାରୀ ଓ ନକଲି ଦେବତାମାନଙ୍କୁ ଉପାସନା କରୁଥିଲେ

ଯେତେବେଳେ ସେ ଯିହୁଦାକୁ ଅକ୍ତିଆର କଲେ, ଯିରୁଶାଲମ ମନ୍ଦିରରୁ ଅନେକ ସୁନା ଓ ରୁପା ଉପାଦାନ ଗୁଡିକୁ ଚୋରୀ କରି ଆଣିଲେ

  • ଯେହେତୁ ନବୁଖତନିତ୍ସର ଜଣେ ଗର୍ବିଥିଲେ ଓ ନକଲି ଦେବତାମାନଙ୍କୁ ପୂଜା କରିବାରୁ ଓହରିଲେ ନାହିଁ, ୟିହୋବା ତାଙ୍କୁ ସାତ ବର୍ଷ ପଶୁ ପରି ନିଃସହାୟ କଲେ,

ସାତ ବର୍ଷ ପରେ, ନବୁଖତନିତ୍ସର ନିଜକୁ ନମ୍ର କଲେ ଓ ଏକ ପରମେଶ୍ୱର ୟିହୋବାଙ୍କୁ ପ୍ରଂଶସା କରିବାରୁ ପରମେଶ୍ୱର ତାଙ୍କୁ ପୁନଃ ସଂସ୍ଥାପନ କଲେ

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକ କେମିତି ଅନୁବାଦ କରିବେ)

(ଦେଖ: ଅହଂକାରୀ, ଅଶୁରିୟ, ବାବିଲୋନ, ହନନୀୟ, ମୀଶାୟେଲ)

ବାଇବଲ ପୃଷ୍ଠଭୂମି:

ବାଇବଲ କାହାଣୀରୁ ଉଦାହରଣ:

  • _ :୦୬_ଅଶୁରିୟମାନଙ୍କ ଦ୍ୱାରା ଇସ୍ରାଏଲ ରାଜ୍ୟର ୧୦୦ ବର୍ଷ ଧ୍ୱଂସ ପରେ, ପରମେଶ୍ୱର ପଠାଇଲେ ନବୁଖତନିତ୍ସର, ବାବିଲୋନର ରାଜା ଭାବେ, ଯିହୁଦା ରାଜ୍ୟକୁ ଆକ୍ରମଣ କଲେ
  • _ :୦୬_ ଯିହୁଦାର ରାଜା ରାଜି ହେଲେ _ ନବୁଖତନିତ୍ସରଙ୍କର _ଦାସ ହେବେ ଏବଂ ପ୍ରତ୍ୟେକ ବର୍ଷ ପ୍ରଚୁର ଟଙ୍କା ଦେବେ
  • _ :୦୮_ ଯିହୁଦାର ରାଜାଙ୍କର ଅବାଧ୍ୟତାର ଦଣ୍ଡ ସ୍ୱରୂପେ, ନବୁଖତନିତ୍ସର ସୈନିକମାନେ ରାଜାଙ୍କପୁତ୍ରଗଣକୁ ତାହାଙ୍କ ସମ୍ମୁଖରେ ବଧ କଲେ ଏବଂ ପରେ ତାଙ୍କୁ ଅନ୍ଧ କଲେ
  • _ :୦୯_ନବୁଖତନିତ୍ସର _ ଓ ତାଙ୍କର ସୈନ୍ୟମାନେ ଯିହୁଦାର ଅଧିକରୁ ଅଧିକାଂଶ ଲୋକମାନଙ୍କୁ ବାବିଲୋନକୁ ନେଲେ, କେବଳ ଗରିବ ଚାଷୀମାନଙ୍କୁ ଛାଡି

ବୋର୍ଡ ଡାଟା :

  • Strong's: H5019, H5020