or_tw/bible/names/hananiah.md

2.6 KiB
Raw Permalink Blame History

ହନାନୀୟ

ତଥ୍ୟ:

ହନାନୀୟ ଏମିତି ଏକ ନାମ ଯାହା ପୁରାତନ ନିୟମରେ ଅନେକ ଅଲଗା ଲୋକଙ୍କୁ ଦିଆ ଯାଇ ଅଛି I

  • ଏକ ହନାନୀୟ ଏକ ଇସରେଲିୟ ଥିଉଲେ ଯେ ବନ୍ଦୀ ହୋଇ ବାବିଲୋନ କୁ ନିଆଗଲେ ଯାହାର ନାମ ପରିବର୍ତ୍ତନ କରି “ସଦ୍ରକ” ରଖା ଯାଇଥିଲା I
  • ତାହାର ଉତ୍ତମ ଚରିତ୍ର ହେତୁ ତାହାକୁ ରାଜାକିୟ ସେବକ ରୂପରେ ପଦବୀ ଦିଆ ଯାଇଥିଲା I
  • ଠାରେ ହନାନୀୟ (ସଦ୍ରକ) ଓ ଅନ୍ୟ ଦୁଇ ଜଣ ଇସରେଲିୟ ଯୁବା ଅଗ୍ନି କୁଣ୍ଡରେ ଫିଂଗା ଗଲେ କାରଣ ସେମାନେ ବାବିଲୋନ ରାଜାକୁ ପୂଜା କରିବା ନିମନ୍ତେ ମନା କଲେ I

ପ୍ରଭୁ ନିଜର ଶକ୍ତି ତାହାଙ୍କୁ ଦେଖାଇ ହାନୀ ରୁ ଉଦ୍ଦାର କଲେ I

  • ଆଉ ଏକ ମଣିଷର ନାମ ହନାନୀୟ ଯାହାକୁ ରାଜା ସଲମନ ବଂଶଧରରେ ଗଣନା କରାଯାଇଅଛି I
  • ଆଉ ଏକ ଅଲଗା ହନାନୀୟ ଯେ ଏକ ମିଥ୍ୟା ଭବିଷ୍ୟବକ୍ତା ଯିରିମିୟ ଭବିଷ୍ୟବକ୍ତାଙ୍କ ସମୟରେଥିଲେ I
  • ଆଉ ଏକ ମନୁଷ୍ୟ ର ନାମ ହନନୀୟ ଯେ ଏକ ଯାଜକ ଯେ ନେହେମିୟଙ୍କ ସମୟରେ ଉତ୍ସବମାନିବାରେ ସାହାଯ୍ୟ କରିଥିଲେ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଆହୁରି ଦେଖନ୍ତୁ: ଆଜ଼ାରୀୟ, ବାବିଲନ, ଦାନିଏଲ, ମିଥ୍ୟା ଭବିଷ୍ୟବକ୍ତା, ଯିରିମିୟ, ମିଖାଏଲ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2608