or_tw/bible/names/jeremiah.md

3.8 KiB
Raw Permalink Blame History

ଯିରିମିୟ

ତଥ୍ୟ:

ଯିରିମିୟ ପରମେଶ୍ୱରଙ୍କର ଏକ ଭବିଷ୍ୟବକ୍ତା ଯେ ଯିହୁଦାରେ ରହୁଥିଲେ I ପୁରାତନ ନିୟମରେ ଯିରିମିୟ ପୁସ୍ତକରେ ତାହାଙ୍କ ଭବିଷ୍ୟବାଣୀ ଉଲ୍ଲେଖ ଅଛି I

  • ଅନେକ ଭବିଷ୍ୟବକ୍ତାଙ୍କ ଯିରିମିୟ ମଧ୍ୟ ଇସ୍ରାଏଲ ଲୋକଙ୍କୁ ସାବଧାନ କରିଥିଲେ ଯେ ପ୍ରଭୁ ତାଙ୍କ ପାପ ନିମନ୍ତେ ନିଶ୍ଚୟ ଦଣ୍ଡ ଦେବେ I
  • ଯିରିମିୟ ଏହି ଭବିଷ୍ୟବାଣୀ କରିଥିଲେ ଯେ ବାବିଲନୀୟ ଲୋକମାନେ ଜିରିଶାଲାମକୁ ଅଧିକାର କରି ନେବେ, ଯିହୁଦା ର କେତେକ ଲୋକଙ୍କୁ ଏହା କ୍ରୋଧ ଆଣି ଦେଲା I

ତେଣୁ ସେମାନେ ତାହାକୁ ଏକ ଗଭୀର, ଶୁସ୍କ କୁପରେ ମରିବା ନିମନ୍ତେ ଫିଙ୍ଗି ଦେଲେ I କିନ୍ତୁ ଯିହୁଦା ର ରାଜା ସେବକଙ୍କୁ ଏହି ଆଜ୍ଞା ଦେଲେ ଯେ ଯିରିମିୟ କୁ କୁପରୁ ବାହାର କରା ଯାଉ I

  • ଯିରିମିୟ ଲେଖନ୍ତି କି ସେ ଚାହାନ୍ତି କି ତାର ଆଖି “ଏକ ଲୋତକ ର ଝରଣା ହୋଇ ଯାଉ “କି ସେ ତାହାଙ୍କ ଲୋକଙ୍କର ଦୁଖ ଓ ବିରୋଧିଭାଷ ନିମନ୍ତେ ଗଭୀର ଦୁଖ ପ୍ରକାଶ କରିପାରେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ବାବିଲୋନ, ଯିହୁଦା, ଭବିଷ୍ୟବକ୍ତା, ବିରୋଧୀ କରିବା, ଯାତନା, ଉତ୍ତମ)

ବାଇବଲ ପଦପର୍ବ:

ବାଇବଲ କାହାଣୀ ରୁ ଉଦାହରଣ:

  • ୧୯:୧୭ ଥରେ, ଭବିଷ୍ୟବକ୍ତା __ଯିରିମିୟ__ଶୁସ୍କ କୁପରେ ମରିବା ନିମନ୍ତେ ଛାଡ଼ି ଦିଆ ଗଲେ I

ସେ କୁପର ତଳ ଭାଗରେ କାଦରେ ବୁଡିବାକୁ ଲାଗିଲେ, କିନ୍ତୁ ରାଜା ତା ଉପରେ କରୁଣା କରି ନିଜ ଦାସମାନଙ୍କ ଦ୍ୱାରା __ଯିରିମିୟ__କୁ ସେହି ମୃତ୍ୟୁ କୁପରୁ ବାହାର କରି ଆଣିଲେ I

  • ୨୧:୦୫ ଯିରିମିୟ ଭବିଷ୍ୟବକ୍ତାଙ୍କୁ ଦ୍ୱାରା ପରମେଶ୍ୱର ପ୍ରତିଜ୍ଞା କଲେ ଯେ ସେ ଏକ ନୂତନ ଚୁକ୍ତି ନାମା ସ୍ଥାପନ କରିବେ, କିନ୍ତୁ ସେହି ଚୁକ୍ତି ନାମା ପରି ନୁହେଁ ପ୍ରଭୁ ଯାହା ସିନୟ ପର୍ବତରେ ସ୍ଥାପନ କରିଥିଲେ I

ବୋର୍ଡ ଡାଟା :

  • Strong's: H3414, G2408