or_tw/bible/names/mishael.md

2.5 KiB
Raw Permalink Blame History

ମିଶାଏଲ

ତଥ୍ୟ:

ପୁରାତନ ନିୟମରେ ମିଶାଏଲ ତିନିଜଣ ଲୋକର ନାମ ଅଛି I

  • ଏକ ବ୍ୟକ୍ତିର ନାମ ହାରଣ ର ପୁତୁରା ର ନାମ ମିଶାଏଲ ଥା I

ଯେତେବେଳେ ହାରଣ ର ଦୁଇ ପୁତ୍ର ପରମେଶ୍ୱରଙ୍କର ଦ୍ୱାରା ହତ୍ୟା କରା ଗଲେ ଯେତେବେଳେ ସେମାନେ ଧୁପ ରୀତି ଅନୁସାରେ ସଠିକ ଜଳାଇଲେ ନାହିଁ ଯାହା ପରମେଶ୍ୱର ସେମାନଙ୍କୁ ଆଜ୍ଞା ଦେଇଥିଲେ, ମିଶାଏଲ ଓ ତାହାର ଭାଇ କୁ ଏହି କାମ ଦିଆଗଲା କି ମୃତ ଶରୀର କୁ ଛାଉଣୀ ବାହାରେ ପକାଇବା କୁ ଦଦାୟିତ୍ୱ ଦିଆ ଯାଇଥିଲା I

  • ଆଉ ଏକ ବ୍ୟକ୍ତିର ନାମ ମିଶାଏଲ ଯେ ଏଜ୍ରା ପାଖରେ ଠିଆ ହୋଇଥିଲା ଯେ ସେ ସର୍ୱସାଧାରଣରେ ପରମେଶ୍ୱରଙ୍କର ବ୍ୟବସ୍ଥା ପଠନ କରୁଥିଲେ I
  • ଯେତେବେଳେ ଇସ୍ରାଏଲ ଲୋକମାନେ ବାବିଲନରେ ନିର୍ୱାସନରେଥିଲେ ଏକ ନବ ଯୁବକ ବାବିଲନ କୁ ବନ୍ଦିତ୍ୱରେ ବଳ ପୂର୍ବକ ନିଆ ଯାଇଥିଲା ଯାହାର ନାମ ମିଶାଏଲ ଥା I

ବାବିଲନୀୟ ତାହାକୁ “ମେଶକ” ନାମ ଦେଲେ I

ସେ ତାହାର ସାଥୀ, ଅଜ଼ାରୀୟ (ଶଦ୍ରକ) ଓ ହନାନୀୟ (ଆବେଦନଗ) ରାଜାର ପ୍ରତିମାକୁ ପୂଜା କରିବାକୁ ମନା କଲେ ଓ ଜ୍ୱଳନ୍ତ କୁଣ୍ଡରେ ଫିଙ୍ଗି ଦିଆ ଗଲେ I

(ଅନୁବାଦ ପ୍ରସ୍ତାବ: ନାମ ର ଅନୁବାଦ)

(ଆହୁରି ଦେଖନ୍ତୁ: ହାରଣ, ଅଜ଼ାରୀୟ, ବାବିଲନ, ଦାନିଏଲ, ହନାନୀୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4332, H4333