or_tw/bible/names/aaron.md

3.4 KiB

ହାରୋଣ

ସତ୍ୟ ଘଟଣାବଳୀ:

ହାରୋଣ ମୋଶାଙ୍କ ବଡ଼ ଭାଇ ଥିଲେ I ଈଶ୍ଵର  ଇସ୍ରାଏଲ ଲୋକମାନଙ୍କ ପାଇଁ ହାରୋଣକୁ ପ୍ରଥମ ମହାଯାଜକ ଭାବରେ ମନୋନୀତ କରିଥିଲେ I

  • ଇସ୍ରାଏଲୀୟମାନଙ୍କୁ ମୁକ୍ତ କରିବାକୁ ହାରୋଣ ମୋଶାଙ୍କୁ ଫାରୋଙ୍କ ସହ କଥା ହେବାକୁ ସାହାଯ୍ୟ କଲେ I
  • ଯେବେ ଇସ୍ରାଏଲୀୟ ଲୋକମାନେ ପ୍ରାନ୍ତର ମଧ୍ୟଦେଇ ଯାତ୍ରା କରୁଥିଲେ, ହାରୋଣ ଲୋକମାନଙ୍କ ପୂଜା କରିବା ପାଇଁ ଏକ ପ୍ରତିମା ତିଆରି କରିବା ଦ୍ୱାରା ପାପ କଲେ I
  • ଈଶ୍ଵର  ହାରୋଣଙ୍କୁ ଏବଂ ତାହାଙ୍କ ଉତ୍ତରାଧିକାରୀମାନଙ୍କୁ ମଧ୍ୟ, ଇସ୍ରାଏଲର ଲୋକମାନଙ୍କ ପାଇଁ ଯାଜକ ଯାଜକଗଣ ଭାବରେ ନିଯୁକ୍ତି କରିଥିଲେ I

(କିପରି ନାମଗୁଡ଼ିକୁ ଅନୁବାଦ କାରିବେ: ଦେଖନ୍ତୁ)

(ଯାଜକମୋଶାଇସ୍ରାଏଲ: ଦେଖନ୍ତୁ)

ବାଇବେଲ  ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 9:15 ଫାରୋଙ୍କ ହୃଦୟ କଠିନ ହେବ ବୋଲି ଈଶ୍ଵର  ମୋଶା ଓ ହାରୋଣକୁ ସତର୍କ କରିଥିଲେI
  • 10:5 ଫାରୋ ମୋଶା ଓ ହାରୋଣକୁ ଡାକିଲେ, ଆଉ ସେମାନଙ୍କୁ କହିଲେ ଯଦି ସେମାନେ ମହାମାରୀକୁ ଦୂର କରିଦେବେ ତାହାହେଲେ ଇସ୍ରାଏଲୀୟ ଲୋକମାନେ ମିସରକୁ ଯାଇପାରିବେ I
  • 13:9 ଈଶ୍ଵର ମୋଶାଙ୍କ ଭାଇ ହାରୋଣ ଏବଂ ହାରୋଣଙ୍କ ପୁତ୍ରମାନଙ୍କୁ ଯାଜକ ହେବା ନିମନ୍ତେ ମନୋନୀତ କଲେ I
  • 13:11 ତେଣୁ ସେମାନେ (ଇସ୍ରାଏଲୀୟ) ହାରୋଣଙ୍କ ନିକଟକୁ ସୁନା ଆଣିଲେ ଏବଂ ତାଙ୍କ ନିମନ୍ତେ ଏକ ପ୍ରତିମା ତିଆରି କରିବା ପାଇଁ କହିଲେ I
  • 14:7 ସେମାନେ(ଇସ୍ରାଏଲୀୟ) ମୋଶା ଓ ହାରୋଣଙ୍କ ଉପରେ କ୍ରୋଧ ହେଲେ ଏବଂ କହିଲେ, “ତୁମ୍ଭେ ଏହି କଷ୍ଟମୟ ସ୍ଥାନକୁ ଆମ୍ଭମାନଙ୍କୁ କାହିଁକି ଆଣିଲ?”

ଶବ୍ଦବିନ୍ୟାସ:

  • Strong's: H175, G2