or_tw/bible/names/azariah.md

2.7 KiB
Raw Permalink Blame History

ଅସରିୟ

ଘଟଣାବଳି:

ପୂରାତନ ନିୟମରେ ଅସରିୟ ନାମରେ ଅନେକ ଲୋକଥିଲେ ׀

  • ଜଣେ ଅସରିୟ ତାଙ୍କ ବାବିଲୋନୀୟ ନାମ "ଅବେଦନୋଗ" ନାମରେ ସୁପରିଚିତଥିଲେ ׀

ସେ ହେଉଛନ୍ତି ଯିହୁଦା ରୁ ଅନେକ ଇସ୍ରାଏଲୀୟମାନଙ୍କ ମଧ୍ୟରୁ ଜଣେଥିଲେ ଯିଏକି ନବୁଖଦନିତ୍ସରଙ୍କ ସେନାବାହୀନୀ ଦ୍ୱାରା ବନ୍ଦୀ କରାଯାଇ ବାବିଲୋନ କୁ ନିଆଯାଇଥିଲେ ׀ ଅସରିୟ ଓ ତାଙ୍କ ଇସ୍ରାଏଲୀୟ ସାଥି ହନାନୀୟ ଓ ମିଶାୟେଲ ବାବିଲୋନୀୟ ରାଜା ଙ୍କୁ ଉପାସନା କରିବା ପାଇଁ ମନା କରିଦେଲେ ତେଣୁ ସେ ସେମାନଙ୍କୁ ଦଣ୍ଡ ସ୍ୱରୂପେ ଜ୍ୱଳନ୍ତା ଅଗ୍ନି କୁଣ୍ଡକୁ ନିକ୍ଷେପ କଲେ ׀ କିନ୍ତୁ ପରମେଶ୍ୱର ସେମାନଙ୍କୁ ରକ୍ଷା କଲେ ଓ ସେମାନଙ୍କ ର କୌଣସି କ୍ଷତି ହେଲା ନାହିଁ ׀

  • ଯିହୁଦାର ରାଜା ଉଷିୟ ମଧ୍ୟ "ଅସରିୟ" ନାମରେ ଜଣାଶୁଣାଥିଲେ ׀
  • ଅନ୍ୟ ଜଣେ ଅସରିୟ ପୂରାତନ ନୀୟମ ର ଜଣେ ମହାଯାଜକଥିଲେ ׀
  • ଯିରିମିୟ ଭବିଷ୍ୟତବକ୍ତାଙ୍କ ସମୟରେ, ଅସରିୟ ନାମକ ଜଣେ ବ୍ୟକ୍ତି ଇସ୍ରାଏଲୀୟମାନଙ୍କୁ ଭୂଲ ଭାବରେ ବାଧ୍ୟ କରି ସେମାନଙ୍କ ନିଜ ସ୍ଥାନ ପରିତ୍ୟାଗ କରି ପରମେଶ୍ୱରଙ୍କୁ ଅବଜ୍ଞା କଲେ ׀

(ଅନୁବାଦ ର ପ୍ରସ୍ତାବ: ନାମ ର ଅନୁବାଦ)

(ଦେଖନ୍ତୁ: ବାବିଲୋନ, ଦାନୀୟେଲ, ହନାନୀୟ, ମିଶାୟେଲ, ଯିରିମିୟ, ଉଷିୟ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H5838