or_tw/bible/names/daniel.md

3.0 KiB

ଦାନୀୟେଲ

ବାସ୍ତବତା:

ଦାନୀୟେଲ ଇସ୍ରାଏଲର ଜଣେଭବିଷ୍ୟତବକ୍ତାଥିଲେ ଯିଏକି ଯୁବା ସମୟରେ ୬୦୦ ବି ସିରେ ବାବିଲର ରାଜା ନବୂଖଦ୍ ନିତ୍ସର ଦ୍ୱାରା ନିର୍ୱାସିତ ହୋଇଥିଲେ I

  • ଏହି ସମୟରେ ଯିହୁଦା ପ୍ରଦେଶର ଅନେକ ଇସ୍ରାଲିୟମାନେ ସତୁରୀ ବର୍ଷଯାଏ ବାବିଲ କୁ ନିର୍ୱାସିତହୋଇଥିଲେ I
  • ଦାନୀୟେଲ ଙ୍କୁ ବାବିଲର ନାମ ଅନୁଶାରେ ବେଲ୍ ଟଶତ୍ସର ଦିଆଗଲା I
  • ଦାନୀୟେଲ ଜଣେ ସମ୍ମାନୀୟ ଓ ଧାର୍ମିକ ଯୁବା ବ୍ୟକ୍ତିଥିଲେ ଯିଏକି ସଦାପ୍ରଭୁଙ୍କର ଆଜ୍ଞାବହ
  • ବାବିଲର ରାଜା ନିମନ୍ତେ ପରମେଶ୍ୱର ଦାନୀୟେଲ ଙ୍କୁ ଅନେକ ସ୍ପପ୍ନ ଓ ଦର୍ଶନ ତର୍ଜମା କରିବାପାଇଁ ସକ୍ଷମ କଲେ I
  • କାରଣ ଏହି ଦକ୍ଷତ ଓ ସମ୍ମାନୀୟ ଗୁଣ ଯୋଗୁ, ବାବିଲର ରାଜା ଦାନୀୟେଲ ଙ୍କୁ ପ୍ରଧାନ ନେତା ଭାବରେ କର୍ତ୍ତୁତ୍ୱ ପଦରେ ରଖିଲେ I
  • ବହୁତ ବର୍ଷ ପରେ, ଦାନୀୟେଲଙ୍କର ଶତ୍ରୁମାନେ କୌଶଳରେ ବାବିଲର ରାଜା ଦାରିୟାବସଙ୍କର ଦ୍ୱାରା ଗୋଟିଏ ନୀୟମ କଲେ ଯାହା ବାବିଲର ରାଜା ଛଡା ଅନ୍ୟ କାହାକୁ ପୂଜାକରିବାକୁ ନିଷେଧ କଲେ I

ଦାନୀୟେଲ ପରମେଶ୍ୱରଙ୍କଠାରେ ନିରନ୍ତର ପ୍ରାର୍ଥନା କଲେ,ତେଣୁ ସେ ବନ୍ଦୀ ହୋଇ ସିଂଘଗର୍ତ୍ତରେ ନିଖିପ୍ତ ହେଲେ I କିନ୍ତୁ ସଦପ୍ରଭୁ ତାଙ୍କୁ ଉଦ୍ଧାର କଲେ ଓ ସେ କ୍ଷତବିକ୍ଷତ ହୋଇନଥିଲେ I ଭାଷାନ୍ତର ର ପ୍ରସ୍ତାବ: ନାମଗୁଡ଼ିକୁ କିପରି ଭାବରେ ଭାଷାନ୍ତର କରାହେବ

(ଦେଖିବା ମଧ୍ୟ: ବାବିଲ, ନବୂଖଦ୍ ନିତ୍ସର)

ବାଇବଲ ଉଦ୍ଦିଷ୍ଟ ପଦପର୍ବ:

ବୋର୍ଡ ଡାଟା :

  • Strong's: H1840, H1841, G1158