or_tw/bible/names/sarah.md

2.8 KiB
Raw Permalink Blame History

ସାରା, ସାରୀ

ଘଟଣାବଳି:

  • ସାରା ଅବ୍ରାହମଙ୍କର ସ୍ତ୍ରୀଥିଲେ
  • ତାଙ୍କର ପ୍ରକୃତ ନାମ “ସାରୀ “କିନ୍ତୁ ସଦାପ୍ରଭୁ ପରିବର୍ତ୍ତନ କରି “ସାରା” ଦେଲେ
  • ସାରା ଇସହାକ୍ ଙ୍କୁ ଜନ୍ମ ଦେଲେ, ପୁତ୍ର ଇଶ୍ୱର ତାଙ୍କୁ ଓ ଅବ୍ରାହମଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକ କିପରି ଅନୁବାଦ କରିବେ)

(ଦେଖ: ଅବ୍ରାହମ, ଇସାହାକ୍)

ବାଇବଲ ସନ୍ଦର୍ୱ:

ବାଇବଲ କାହାଣୀ ରୁ ଉଦାହରଣ:

  • _ ୦୫:୦୧_”ଏଣୁ ଅବ୍ରାହମଙ୍କର ସ୍ତ୍ରୀ, _ସାରୀ _, ତାଙ୍କୁ କହିଲେ, “ମୋର କୋଳରେ ସଦାପ୍ରଭୁ ସନ୍ତାନ ଦେଇ ନାହାନ୍ତି ଏବଂ ବର୍ତ୍ତମାନ ପିଲା ଜନ୍ମ କରିବା ବୟସ ଗଡିଗଲାଣି, ମୋହର ଦାସୀ ହାଗାୟ

ତାହାକୁ ମଧ୍ୟ ବିବାହ କର କାରଣ ସେ ମୋ ନିମନ୍ତେ ସନ୍ତାନ ଦେଇପାରିବ

  • _ ୦୫:୦୪_”ତୁମର ସ୍ତ୍ରୀ, ସାରୀ, ଗୋଟିଏ ପୁତ୍ର ହେବ –ସେ ପ୍ରତିଜ୍ଞା ସନ୍ତାନ ହେବ “’
  • _ ୦୫:୦୪_”ସଦାପ୍ରଭୁ ମଧ୍ୟ ପରିବର୍ତ୍ତନ କଲେ _ସାରୀର _ନାମକୁ_ସାରା _, ଯାହାର ଅର୍ଥ ହେଉଛି “ରାଜକୁମାରୀ”
  • _ ୦୫:୦୫_”ଏକ ବର୍ଷ ପରେ, ଯେତେବେଳେ ଅବ୍ରାହମଙ୍କର ଶହେ ବର୍ଷ ବୟସ ହେଲା ଏବଂ _ସାରା _୯ ବର୍ଷ, _ ସାରା _ଅବ୍ରାହମଙ୍କର ପୁତ୍ର କୁ ଜନ୍ମ ଦେଲେ

ଯେପରି ସଦାପ୍ରଭୁ କରିବା ପାଇଁ କହିଥିଲେ ସେମାନେ ତାହାର ନାମ ଇସାହାକ୍ ଦେଲେ”

ବୋର୍ଡ ଡାଟା :

  • Strong's: H8283, H8297, G4564