or_tw/bible/names/hagar.md

2.7 KiB
Raw Permalink Blame History

ହାଗାର

ତଥ୍ୟବଳୀ:

ହାଗାର ଜଣେ ମିଶରୀୟ ସ୍ତ୍ରୀଲୋକ ଥିଲେ ଯିଏ ସାରୀଙ୍କ ବ୍ୟକ୍ତିଗତ ଦାସୀ ଥିଲେ ।

  • ଯେବେ ସାରୀ ସନ୍ତାନ ପ୍ରସବ କରିବାରେ

ସକ୍ଷମ ନଥିଲେ, ସେତେବେଳେ ସେ ତାଙ୍କ ଦାସୀ ହାଗାରକୁ ତାଙ୍କ ସ୍ୱାମୀ ଅବ୍ରାମଙ୍କୁ ଦେଇଥିଲେ।

  • ହାଗାର ଗର୍ଭଧାରଣ କରି ଅବ୍ରାମଙ୍କ

ପୁତ୍ର ଇଶ୍ମାୟେଲକୁ ଜନ୍ମ ଦେଲା।

  • ଯେବେ ହାଗାର ମରୁଭୂମିରେ ଦୁଃଖରେ ଥିଲା

ସେତେବେଳେ ଈଶ୍ଵର ତାହା ଉପରେ ଦୃଷ୍ଟି ରଖିଥିଲେ ଏବଂ ତାହାର ବଂଶଧରମାନଙ୍କୁ ଆଶୀର୍ବାଦ ଦେବାକୁ ପ୍ରତିଜ୍ଞା କରିଥିଲେ ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ: ଅବ୍ରହାମ, ବଂଶଧର, ଇଶ୍ମାୟେଲ, ସାରା, ସେବକ)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

ତେଣୁ ଅବ୍ରାମଙ୍କ ପତ୍ନୀ ସାରୀ ତାଙ୍କୁ କହିଲେ, “ଯେହେତୁ ଈଶ୍ଵର ମୋତେ ସନ୍ତାନ ପ୍ରସବ କରିବାକୁ ଅନୁମତି ଦେଇ ନାହାଁନ୍ତି ଏବଂ ବର୍ତ୍ତମାନ ମୁଁ ସନ୍ତାନସନ୍ତତି ପାଇଁ ବୃଦ୍ଧା, ଏଠାରେ ମୋର ଦାସୀ ହାଗାର ଅଛି ।  ତାଙ୍କୁ ମଧ୍ୟ ବିବାହ କର, ସେ ମୋ ପାଇଁ ଏକ ସନ୍ତାନ ପ୍ରସବ କରିବ ।”

  • ୫: ହାଗାରର ଏକ ପୁତ୍ର ସନ୍ତାନ ହେଲା ଏବଂ ଅବ୍ରାମ ତାଙ୍କୁ ଇଶ୍ମାୟେଲ ନାମ ରଖିଲେ।

ଶବ୍ଦବିନ୍ୟାସ:

  • Strongs: H1904