or_tw/bible/names/arabah.md

2.2 KiB
Raw Permalink Blame History

ଆରବ

ତଥ୍ୟମାନ:

ପୁରାତନ ନିୟମରେ “ଆରବ” ଶବ୍ଦ ଏକ ବିଶାଳ ମରୁଭୂମି ଏବଂ ଯର୍ଦ୍ଦନ ନଦୀ ଉପତ୍ୟକାର ପରିପାର୍ଶ୍ୱ ଏବଂ ଦକ୍ଷିଣଠାରୁ ଉତ୍ତରରେ କିଣାନ ଦେଶର ଶେଷଯାଏ ବ୍ୟାପ୍ତ ସମଷ୍ଟି,ସୁଫ ସାଗରର ସମତଳ ଅଞ୍ଚଳକୁ ଦର୍ଶାଏ I

  • ମିସରରୁ କିଣାନ ଦେଶକୁ ଯାତ୍ରା କରୁଥିବା ସମୟରେ ଇସ୍ରାଏଲୀୟ ଲୋକମାନେ ଏହି ମରୁଭୂମି ଅଞ୍ଚଳ ଦେଇ ଯାତ୍ରା କଲେ I
  • “ଆରବ ସାଗର”କୁ “ଆରବ ମରୁଭୂମି ଅଞ୍ଚଳରେ ଅବସ୍ଥିତ ସମୁଦ୍ର” ଭାବରେ ମଧ୍ୟ ଅନୁବାଦ କରାଯାଇପାରେ I

ଏହି ସମୁଦ୍ର “ଲବଣ ସମୁଦ୍ର” କିମ୍ୱା “ମୃତ ସମୁଦ୍ର” ଭାବରେ ଅନେକ ସମୟରେ ସୂଚାଏ I

  • “ଆରବ” ଶବ୍ଦ ସାଧାରଣତଃ ଯେକୌଣସି ମରୁଭୂମି ଅଞ୍ଚଳକୁ ମଧ୍ୟ ଦର୍ଶାଇପାରେ I

(ଅନୁବାଦର ସୂଚନାମାନ: ନାମର ଅନୁବାଦ)

(ମଧ୍ୟ ଦେଖିପାରିବା: ମରୁଭୂମି, , ଯର୍ଦ୍ଦନ ନଦୀ, କିଣାନ, ଲବଣ ସମୁଦ୍ର, ମିସର)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H1026, H6160