or_tw/bible/names/jordanriver.md

2.9 KiB
Raw Permalink Blame History

ଯର୍ଦ୍ଦନ ନଦୀ, ଯର୍ଦ୍ଦନ

ସତ୍ୟ ଘଟଣାବଳୀ:

ଯର୍ଦ୍ଦନ ନଦୀ ଉତ୍ତରରୁ ଦକ୍ଷିଣକୁ ବହେ ଓ କିଣାନର ପୂର୍ବ ସୀମାରେ ଏହା ଉତ୍ପନ ହୁଏ I

  • ବର୍ତ୍ତମାନ, ଯର୍ଦ୍ଦନ ନଦୀ ଇସ୍ରାଏଲକୁ ପଶ୍ଚିମରେ ଓ ଯର୍ଦ୍ଦନକୁ ପୂର୍ବରେ ବିଭକ୍ତ କରେ I
  • ଯର୍ଦ୍ଦନ ନଦୀ ଗାଲିଲି ସମୁଦ୍ର ପାର ହୋଇଯାଏ ଓ ମୃତ ସାଗରରେ ଶେଷ ହୁଏ I
  • ଯେତେବେଳେ ଯିହୋଶୂୟ  ଇସ୍ରାଏଲୀୟ ଲୋକମାନଙ୍କର କିଣାନ ଯିବା ସମୟରେ ନେତୃତ୍ୱ ନେଉଥିଲେ ସେମାନଙ୍କୁ ଯର୍ଦ୍ଦନ ନଦୀ ପାର ହେବାର ଥିଲା I ସାଧାରଣ ଭାବରେ ଏହାକୁ ପାର କରିବାକୁ ଗଭୀର ଥିଲା କିନ୍ତୁ ଈଶ୍ଵର  ଅତି ଆଶ୍ଚର୍ଯ୍ୟଜନକ ରୂପରେ ଯର୍ଦ୍ଦନ ନଦୀର ପାଣିକୁ ବନ୍ଦ କଲେ ଯାହା ଫଳରେ ସେମାନେ ଯର୍ଦ୍ଦନ ନଦୀ ପାରହେଲେ I
  • ଅନେକ ସମୟରେ ବାଇବେଲରେ ଯର୍ଦ୍ଦନ ନଦୀକୁ “ଯର୍ଦ୍ଦନ” ବୋଲି ଦର୍ଶାଇଯାଏ I

(କିଣାନଲବଣ ସମୁଦ୍ରଗାଲିଲୀ ସାଗର)

ବାଇବେଲ ପଦପର୍ବ:

ବାଇବେଲ କାହାଣୀରୁ ଉଦାହରଣଗୁଡ଼ିକ:

  • 15:2 ଇସ୍ରାଏଲୀୟ ଲୋକମାନେ ଯର୍ଦ୍ଦନ ନଦୀ ପାରହୋଇ କିଣାନ ଦେଶରେ ପ୍ରବେଶ କଲେ I
  • 15:3 ଲୋକମାନେ ଯର୍ଦ୍ଦନ ନଦୀ ପାରହେଲା ପରେ, କିପରି ଶକ୍ତିଶାଳୀ ସହର ଯିରୀହୋକୁ ଆକ୍ରମଣ କରିବେ ତାହା ଈଶ୍ଵର ଯିହୋଶୂୟକୁ କହିଲେ I
  • 19:14 ଇଲୀଶାୟ ତାହାକୁ (ନାମାନ) ଯର୍ଦ୍ଦନ ନଦୀରେ ସାତଥର ବୁଢ଼ିବାକୁ କହିଲା I

ଶବ୍ଦବିନ୍ୟାସ:

  • Strongs: H3383, G24460