or_tw/bible/names/ammon.md

2.3 KiB
Raw Permalink Blame History

ଅମ୍ମୋନ, ଅମ୍ମୋନୀୟ, ଅମ୍ମୋନୀୟମାନେ

ତଥ୍ୟମାନ

“ଅମ୍ମୋନର ଲୋକ” କିମ୍ୱା “ଅମ୍ମୋନୀୟ” କିଣାନରେ ଏକ ଲୋକମାନଙ୍କ ଗୋଷ୍ଠୀଥିଲେ I ସେମାନେ ଲୋଟ ଏବଂ ଲୋଟଙ୍କ ସାନ ଝିଅଙ୍କ ଦ୍ୱାରା ଜନ୍ମିତ ପୁତ୍ର ବିନ-ଅମ୍ମିଙ୍କ ବଂଶାବଳିଥିଲେ I

  • “ଅମ୍ମୋନୀୟ” ପଦଟି ବିଶ୍ୱସ୍ତ ସ୍ତ୍ରୀ ଲିଙ୍ଗ “ଅମ୍ମୋନୀୟକୁ” ବୁଝାଏ I

ଏହା “ଅମ୍ମୋନୀୟ ସ୍ତ୍ରୀ” ଭାବରେ ମଧ୍ୟ ଅନୁବାଦ କରାଯାଇପାରେ I

  • ଏହି ନିର୍ଦ୍ଧିଷ୍ଟ ଅମୋନୀୟମାନେ ଯର୍ଦନ ନଦୀର ପୂର୍ବ ଦିଗ ପରିତ୍ୟାଗ କଲେ ଏବଂ ଇସ୍ରାଏଲର ଶତ୍ରୁଗଣଥିଲେ I
  • ଏକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ, ଅମ୍ମୋନୀୟମାନେ ଇସ୍ରାଏଲକୁ ଅଭିଶାପ ଦେବା ଉଦ୍ଦେଶ୍ୟରେ ବାଲାମ୍‌ ଭବିଷ୍ୟତବକ୍ତାଙ୍କୁ ଭଡା ନେଲେ, କିନ୍ତୁ ଈଶ୍ୱର ତାଙ୍କୁ ଏହା କରିବାକୁ ଦେଲେ ନାହିଁ I

(ଅନୁବାଦର ପ୍ରସ୍ତାବିତ ବିଷୟମାନ: ନାମକୁ କିପରି ଅନୁବାଦ କରାଯାଏ)

(ମଧ୍ୟ ଦେଖିପାରିବା: ଅଭିଶାପ, ଯର୍ଦ୍ଦନ ନଦୀ, ବହୁ ସଂଖ୍ୟା)

ବାଇବଲ ପଦ ପର୍ୱ:

ବୋର୍ଡ ଡାଟା :

  • Strong's: H5983, H5984, H5985