or_tw/bible/names/lot.md

1.9 KiB
Raw Permalink Blame History

ଲୋଟ

ସତ୍ୟ ଘଟଣାବଳୀ:

ଲୋଟ ଅବ୍ରହାମଙ୍କର ପୁତୁରା ଥିଲେ I

  • ସେ ଅବ୍ରହାମଙ୍କର ଭାଇ ହାରଣର ପୁତ୍ର ଥିଲେ I
  • ଲୋଟ ଅବ୍ରହାମ ସହ କିଣାନ ଦେଶକୁ ଯାତ୍ରା କଲେ ଓ ସଦୋମ ସହରରେ ବସବାସ କଲେ I
  • ଲୋଟ ମୋୟାବୀୟ ଓ ଆମନୀୟର ବଂଶଧର ଥିଲେ I
  • ଯେତେବେଳେ ଶତ୍ରୁ ରାଜାମାନେ ସଦୋମକୁ ଆକ୍ରମଣ କରି ଲୋଟକୁ ବନ୍ଦୀ କଲେ ତେବେ ଅବ୍ରହାମ ତାହାର କେତେକ ଲୋକ ଆଣି ଲୋଟ ଓ ତାହାର ସମସ୍ତ ସମ୍ପତିକୁ ଉଦ୍ଧାର କଲେ I
  • ସଦୋମ ସହରରେ ରହୁଥିବା ଲୋକମାନେ ଅତି ଦୁଷ୍ଟଥିଲେ, ତେଣୁ ଈଶ୍ଵର  ସେହି ସହରକୁ ନଷ୍ଟ କଲେ I କିନ୍ତୁ ସେ ପ୍ରଥମରେ ଲୋଟ ଓ ତାର ପରିବାରକୁ କହିଲେ, ସେହି ସହର ଛାଡ଼ି ଦେବାକୁ ଯାହା ଦ୍ୱାରା ସେମାନେ ସୁରକ୍ଷିତ ରହିବେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଅବ୍ରହାମଆମୋନହାରଣମୋଆବସଦୋମ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H3876, G30910