or_tw/bible/names/sodom.md

1.8 KiB
Raw Permalink Blame History

ସଦୋମ

ପରିଭାଷା:

କିଣାନ ଦେଶର ଦକ୍ଷିଣ ଦିଗରେ ସଦୋମ ନାମରେ ଏକ ସହର ଥିଲା ଯେଉଁଠି ଅବ୍ରହାମଙ୍କ ପୁତୁରା ତାହାର ସ୍ତ୍ରୀ ଓ ପିଲାଛୁଆ ସହିତ ବାସ କରୁଥିଲେ ।

  • ସଦୋମକୁ ଘେରି ରହିଥିବା ଅଞ୍ଚଳର ଭୂମି ଅତ୍ୟନ୍ତ ଜଳସେଚିତ ଏବଂ ଉର୍ବର ଥିଲା, ତେଣୁ ଲୋଟ ପ୍ରଥମେ କିଣାନରେ ବସବାସ କରିବାବେଳେ ସେଠାରେ ରହିବାକୁ ନିଷ୍ପତ୍ତି କରିଥିଲେ।
  • ଏହି ସହରର ପ୍ରକୃତ ଅବସ୍ଥାନ ଅଜ୍ଞାତ ଅଟେ କାରଣ ସଦୋମ ଏବଂ ନିକଟସ୍ଥ ହମୋରାର ସହରକୁ ଈଶ୍ଵର ସମ୍ପୁର୍ଣ୍ଣ ଭାବରେ ବିନାଶ କରିଥିଲେ ଯେଉଁଠାରେ ଲୋକମାନେ ମନ୍ଦ କାର୍ଯ୍ୟ କରୁଥିଲେ।
  • ସଦୋମ ଏବଂ ହମୋରାରରେ ଲୋକମାନଙ୍କର ସମଲିଙ୍ଗୀ ସମ୍ପର୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାପ ଥିଲା ।

କିଣାନହମୋରା: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H5467, G46700