or_tw/bible/names/gomorrah.md

2.3 KiB
Raw Permalink Blame History

ଗମୋରା

ତଥ୍ୟବଳୀ:

ଗମୋରା ସଦୋମ ନିକଟରେ ଏକ ଉର୍ବର ଉପତ୍ୟକାରେ ଅବସ୍ତିତ ଏକ ନଗର ଅଟେ, ଯେଉଁଠାରେ ଅବ୍ରହାମର ପୁତୁରା ଲୋଟ ରହିବାକୁ ବାଛିଥିଲେ ।

  • ଗମୋରା ଏବଂ ସଦୋମର ପ୍ରକୃତ ଅବସ୍ଥାନ ଅଜ୍ଞାତ ଅଟେ, କିନ୍ତୁ ସେଗୁଡ଼ିକ ସିଦ୍ଦମ ଉପତ୍ୟକା ନିକଟରେ ଲବଣ ସାଗରର ଦକ୍ଷିଣରେ ଅବସ୍ଥିତ ଥିଲେ ବୋଲି ଅନୁମାନ କରାଯାଏ ।
  • ସଦୋମ ଏବଂ ଗମୋରା ଅଞ୍ଚଳର ଯୁଦ୍ଧରେ ଅନେକ ରାଜା ଥିଲେ ।
  • ଯେବେ ସଦୋମ ଏବଂ ଅନ୍ୟ ନଗର ମଧ୍ୟରେ ବିବାଦ ମଧ୍ୟରେ ଲୋଟଙ୍କ ପରିବାର ବନ୍ଦୀ ହୋଇଥିଲେ, ଅବ୍ରହାମ ଏବଂ ତାଙ୍କ ଲୋକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ ।
  • ଏହାର କିଛି ସମୟ ପରେ, ସେଠାରେ ରହୁଥିବା ଲୋକଙ୍କ ଦୁଷ୍ଟତା ହେତୁ ସଦୋମ ଏବଂ ଗମୋରା  ଈଶ୍ଵରଙ୍କ ଦ୍ୱାରା ନଷ୍ଟ କରାଗଲା ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ: ଅବ୍ରହାମ୍, ବାବିଲ, [ଲୋଟ] (../names/lot.md), ଲବଣ ସାଗର, ସଦୋମ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H6017