or_tw/bible/names/haran.md

1.7 KiB
Raw Permalink Blame History

ହାରାନ

ତଥ୍ୟ:

ହାରାନ ଅବ୍ରହାମ୍ ର ଛୋଟ ଭାଇଥିଲେ ଓ ଲୋଟ ର ପିତାଥିଲେ I

  • ହାରାନ ଏକ ସହର ନାମଥିଲା ଯେଉଁଠାରେ ଅବ୍ରହାମ୍ ଓ ତାହାର ପରିବାର ବାସ କରୁଥିଲେ ଯେତେବେଳେ ସେମାନେ ଉର୍ ନଗରରୁ କିଣାନ ଦେଶ ଆଡ଼କୁ ଯାତ୍ରା କରୁଥିଲେ I
  • ଆଉ ଏକ ବ୍ୟକ୍ତି ର ନାମ ହାରାନ ଯେ କାଲେବର ପୁତ୍ରଥିଲେ I
  • ତୃତୀୟ ବ୍ୟକ୍ତିର ନାମ ହାରାନ ଯେ ଲେବୀ ବଂଶଧରଥିଲେ I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଅବ୍ରହାମ୍, କାଲେବ, କିଣାନ, ଲେବୀ, ଲୋଟ, ତେରହ, ଉର୍)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2039