or_tw/bible/names/terah.md

1.7 KiB
Raw Permalink Blame History

ତେରହ

ସତ୍ୟ ଘଟଣାବଳୀ:

ତେରହ ନୋହଙ୍କ ପୁତ୍ର ଶେମଙ୍କର ବଂଶଧର ଥିଲେ I ସେ ଅବ୍ରହାମ, ନାହୋର ଏବଂ ହାରୋଣଙ୍କର ପିତା ଥିଲେ I

  • ତେରହ ଊରଠାରେ ଆପଣା ଗୃହ ପରିତ୍ୟାଗ କରି ପୁତ୍ର ଅବ୍ରାମ, ପୌତ୍ର ଲୋଟ, ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରାଙ୍କୁ ନେଇ କିଣାନକୁ ଯାତ୍ରା କଲେ I
  • କିଣାନକୁ ଯିବା ପଥରେ, ତେରହ ଏବଂ ତାଙ୍କ ପରିବାର କିଛି ବର୍ଷ ମେସୋପଟାମିଆର ହାରଣ ନଗରରେ ବାସ କଲେ I ତେରହ ୨୦୫ ବର୍ଷ ବୟସରେ ହାରଣରେ ମୃତ୍ୟୁବରଣ କଲେ I

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଅବ୍ରହାମକିଣାନହାରୋଣଲୋଟମେସୋପଟାମିଆନାହୋରସାରାଶେମଊର)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H8646, G22910