or_tw/bible/names/shem.md

1.9 KiB
Raw Permalink Blame History

ଶେମ

ସତ୍ୟ ଘଟଣାବଳୀ:

ନୋହଙ୍କର ତିନି ପୁତ୍ର ମଧ୍ୟରୁ ଯଥା ଆଦିପୁସ୍ତକରେ ବର୍ଣ୍ଣିତ ଜଳ ପ୍ଲାବନ ସମୟରେ ଯେଉଁ ସମସ୍ତେ ଜାହଜ ଭିତରକୁ ପ୍ରବେଶ କରିଥିଲେ, ଶେମ ଅନ୍ୟତମ ଥିଲେ ।

  • ଶେମ ଅବ୍ରହାମ  ଓ ତାହାଙ୍କର ସନ୍ତାନମାନଙ୍କ ବଂଶଧର ଅଟନ୍ତି ।
  • ଶେମଙ୍କର ବଂଶଧରମାନଙ୍କୁ  “ସାମିୟ”କୁହାଯାଏ; ସେମାନେ ସେମିଟିକ୍‌ ଭାଷା ଯଥା   “ଏବ୍ରୀ ଓ ଆରବୀୟ”ଭାଷା ବ୍ୟବହାର କରନ୍ତି ।
  • ବାଇବେଲ ପ୍ରକାଶ କରେ ଯେ ଶେମ ୬୦୦ ବର୍ଷ ଜୀବିତ ଥିଲେ ।

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ଅବ୍ରହାମଆରବଜାହଜଜଳପ୍ଲାବନନୋହ: ଦେଖନ୍ତୁ)

ବାଇବେଲ  ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H8035, G45900