or_tw/bible/names/arabia.md

2.8 KiB
Raw Permalink Blame History

ଆରବୀୟ, ଆରବୀୟମାନେ

ତଥ୍ୟମାନ:

ପୃଥିବୀରେ ଆରବୀୟ ଏକ ବୃହତ୍ତମ ଉପଦ୍ୱୀପ ଅଟେ ଯାହା ପ୍ରାୟ ୩,, ବର୍ଗ କିଲୋମିଟର ଅଟେ I ଏହା ଇସ୍ରାଏଲର ପଶ୍ଚିମ ଭାଗରେ ଅବସ୍ଥିତ ଏବଂ ସୁଫ ସାଗର, ଆରବୀୟ ସମୁଦ୍ର ଓ ପାରସିକ ଉପସାଗରରେ ଅବସ୍ଥିତ ଅଟେ I

  • ‘“ଆରବୀୟ” ଶବ୍ଦଟି ଆରବୀଆରେ ରହୁଥିବା କିମ୍ବା ଆରବିୟ ସହ ଜଡିତ ଥିବା ବ୍ୟକ୍ତିଙ୍କୁ ବୁଝାାଇବା ପାଇଁ ବ୍ୟବହୃତ ହୁଏ ।
  • ଆରବରେ ବାସ କରୁଥିବା ସର୍ବପ୍ରଥମ ଲୋକ ଶେମର ବଂଶ ଥିଲେ ।  ଆରବର ଅନ୍ୟ ପ୍ରାଥମିକ ବାସିନ୍ଦାମାନେ ଅବ୍ରହାମଙ୍କ ପୁତ୍ର ଇଶ୍ମାଯେଲ ଏବଂ ତାଙ୍କର ବଂଶଧର ତଥା ଏଷୈର ବଂଶଧରମାନେ ଥିଲେ ।
  • ମରୁଭୂମି ଅଞ୍ଚଳ ଯେଉଁଠାରେ ଇସ୍ରାଏଲୀୟମାନେ ୪୦ ବର୍ଷ ବିତାଇ ଥିଲେ ତାହା ଆରବ ଥିଲା ।
  • ଯୀଶୁଙ୍କଠାରେ ବିଶ୍ଵାସୀ ହେବା ପରେ ପ୍ରେରିତ ପାଉଲ ଆରବ ମରୁଭୂମିରେ କିଛି ବର୍ଷ ବିତାଇ ଥିଲେ ।
  • ସୀନୟ ପର୍ବତ ଆରବରେ ଥିଲା ବୋଲି ଗାଲାତୀୟର ଖ୍ରୀଷ୍ଟିଆନମାନଙ୍କ ଲେଖିଥିବା ପତ୍ରରେ ପାଉଲ ଉଲ୍ଲେଖ କରିଛନ୍ତି ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: [ନାମଗୁଡ଼ିକୁ କିପରି ଅନୁବାଦ କରିବେ] rc://*/ta/man/translate/translate-names)

(ଦେଖନ୍ତୁ: ଏଷୌ, ଗାଲାତୀୟ, ଇସ୍ମାଏଲ, ଶେମ, Sinai)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H6152, H6153, H6163, G06880, G06900