or_tw/bible/names/galatia.md

2.6 KiB
Raw Permalink Blame History

ଗାଲାତୀୟ, ଗାଲାତୀୟମାନେ

ସତ୍ୟ ଘଟଣାବଳୀ:

ନୂତନ ନିୟମ ସମୟରେ, ଗାଲାତୀୟ ମଧ୍ୟ ଭାଗରେ ସ୍ଥିତ ଏକ ବୃହତ ରୋମୀୟ ପ୍ରଦେଶ ଥିଲା ଯାହା ବର୍ତ୍ତମାନ ତୁର୍କୀ ଦେଶ ଅଟେ I

  • ଗାଲାତୀୟର ଏକ ଅଂଶ ଉତ୍ତର ଦିଗରେ ଥିବା କୃଷ୍ଣ ସାଗରକୁ ସୀମାବଦ୍ଧ କରିଥିଲା I ଏହା ମଧ୍ୟ ଏସିଆ, ବୀଥୂନିଆ, କାପ୍ପାଦକିଆ, କିଲିକିଆ ଏବଂ ପଂଫୂଲିଆ ପ୍ରଦେଶ ଦ୍ୱାରା ସୀମାବଦ୍ଧ ଥିଲା I
  • ପ୍ରେରିତ ପାଉଲ ଗାଲାତୀୟ  ପ୍ରଦେଶରେ ରହୁଥିବା ବିଶ୍ୱାସୀଲୋକଙ୍କୁ ଏକ ପତ୍ର ଲେଖିଥିଲେ I ଏହି ପତ୍ର ନୂତନ ନିୟମର ଏକ ପୁସ୍ତକ ଅଟେ ଏହାକୁ “ଗାଲାତୀୟ “କୁହାଯାଏ I
  • ପାଉଲ ଏହି ପତ୍ର ଗାଲାତୀୟ ଲୋକଙ୍କୁ ଲେଖିବାର ଗୋଟିଏ କାରଣ ଏହା ଯେ  ଅନୁଗ୍ରହରେ ସୁସମାଚାର ଦ୍ୱାରା ଉଦ୍ଧାର ପ୍ରାପ୍ତ, କର୍ମ ଦ୍ୱାରା ନୁହେଁ I
  • ଯିହୁଦୀ ଖ୍ରୀଷ୍ଟିୟାନମାନେ ଭୁଲ ରୂପରେ ଅଣଯିହୂଦୀ ଖ୍ରୀଷ୍ଟିଆନମାନଙ୍କୁ ଶିକ୍ଷା ଦେଉଥିଲେ ଯେ ବିଶ୍ଵାସୀମାନଙ୍କ ପାଇଁ କେତେକ ଯିହୁଦୀ ନିୟମ ପାଳନ କରିବା ଆବଶ୍ୟକ I

( ନାମଗୁଡ଼ିକୁ କିପରି ଅନୁବାଦ କରାଯିବ ଦେଖନ୍ତୁ)

(ଏସିଆ, ବିଶ୍ୱାସ, କିଲିକିଆ, ସୁସମାଚାର, ପାଉଲ, କାର୍ଯ୍ୟ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G10530, G10540