or_tw/bible/names/cilicia.md

1.8 KiB
Raw Permalink Blame History

କିଲିକିୟା

ତଥ୍ୟାବଳୀ:

କିଲିକିୟା ରୋମ ପ୍ରଦେଶର ଦକ୍ଷିଣପୂର୍ବ ଅଞ୍ଚଳରେ ଅବସ୍ଥିତ ଥିଲା ଯାହା ବର୍ତ୍ତମାନ ତୁର୍କୀ ଦେଶ ଅଟେ ।  ଏହା ଏସିଆ ସାଗରର ସୀମା ଅଟେ ।

  • ପ୍ରେରିତ ପାଉଲ କିଲିକିୟାରେ ଅବସ୍ଥିତ ତାର୍ଷ ସହରର ନାଗରିକ ଥିଲେ ।
  • ଦମ୍ମେଶକ ରାସ୍ତାରେ ଯୀଶୁଙ୍କ ସହ ସାକ୍ଷାତ ପରେ ପାଉଲ କିଲିକିୟାରେ ଅନେକ ବର୍ଷ ବିତାଇଲେ ।
  • କିଲିକିୟାର କେତେକ ଯିହୁଦୀ ଯେଉଁମାନେ ସ୍ତିଫାନକୁ ସହ ମୁହାଁମୁହିଁ ହୋଇଥିଲେ ଏବଂ ତାଙ୍କୁ ପଥରରେ ମାରିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଇଥିଲେ ସେମାନଙ୍କ ମଧ୍ୟରୁ ଥିଲେ ।

(ଅନୁବାଦ ପ୍ରସ୍ତାବଗୁଡ଼ିକ: ନାମଗୁଡ଼ିକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ: ପାଉଲ, ସ୍ତିଫାନ, ତାର୍ଷ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G27910