or_tw/bible/names/stephen.md

3.4 KiB
Raw Permalink Blame History

ସ୍ତିଫାନ

ଘଟଣାବଳି:

ସ୍ତିଫାନ ପ୍ରଥମ ଖ୍ରୀଷ୍ଟିୟାନ ସହିଦ ଭାବରେ ଅବିସ୍ମରଣ, ତାହା ହେଉଛି, ତାଙ୍କର ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ନିମନ୍ତେ ସେ ପ୍ରଥମ ବ୍ୟକ୍ତି ହତ୍ୟା ହୋଇଥିଲେ ତାଙ୍କ ଜୀବନ ଓ ମୃତ୍ୟୁର ଘଟଣା ଗୁଡିକ ପ୍ରେରିତ ପୁସ୍ତକରେ ଲିପିବଦ୍ଧ ହୋଇଛି

  • ଯିରୁଶାଲୋମ ଆଦ୍ୟ ମଣ୍ଡଳୀ ସ୍ତିଫାନଙ୍କୁ ଜଣେ ଦିକନ ଭାବରେ ବିଧବାମାନଙ୍କୁ ଖାଦ୍ୟ ଓ ଅନ୍ୟମାନଙ୍କର ଆବଶ୍ୟକତାନୁଯାୟୀ ସେବା କରିବା ପାଇଁ ନିଯୁକ୍ତ କରିଥିଲେ
  • ନିର୍ଦ୍ଧିଷ୍ଟ ଯିହୁଦୀମାନେ ମିଥ୍ୟାରେ ସ୍ତିଫାନଙ୍କ ନାମରେ ଇଶ୍ୱରଙ୍କ ବିରୋଧୀ ଏବଂ ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କରୁଛି ବୋଲି ଦୋଷାରୋପ କଲେ
  • ସ୍ତିଫାନ ସାହସର ସହିତ ଯୀଶୁ ଙ୍କ ଯେ ମସିହ ସମ୍ୱନ୍ଧରେ ସତ୍ୟ କୁ ପ୍ରକାଶ କଲେ, ପରମେଶ୍ୱର କିପରି ଇସ୍ରାଏଲ ସହିତ ଆରମ୍ଭରୁ ସମ୍ପର୍କ ସ୍ଥାପନ ଇତିହାସ କୁ କହିଲେ
  • ଯିହୁଦୀ ନେତାଗଣ ଭୟଙ୍କର ହେଲେ ଏବଂ ସହର ବାହାରେ ପଥର ଫୋପାଡି ସ୍ଥିଫାନଙ୍କୁ ବଧ କଲେ
  • ତାଙ୍କର ମୃତ୍ୟୁକୁ ତର୍ସିସର ଶାଉଲ ସାକ୍ଷୀ ଦେଲେ, ଯିଏ ପରବର୍ତ୍ତୀ ସମୟରେ ଯୀଶୁଙ୍କର ଶିଷ୍ୟ ପାଉଲ ନାମରେ ପରିଚିତ
  • ସ୍ଥିଫାନ ମୃତ୍ୟୁର ଶେଷ କଥା ପାଇଁ ମଧ୍ୟ ଜଣାଶୁଣା, “ପ୍ରଭୁ, ସେମାନଙ୍କର ଏହି ପାପକୁ ଗଣତି କରନାହିଁ “ଯେଉଁଥିରୁ ଲୋକମାନଙ୍କ ପ୍ରତି ତାଙ୍କର ଥିବା ପ୍ରେମ କୁ ପ୍ରକାଶ କରେ

(ଅନୁବାଦ ପ୍ରସ୍ତାବ ଗୁଡିକ: ନାମ ଗୁଡିକ ଅନୁବାଦ କରିବ କିପରି)

(ଦେଖ: ନିଯୁକ୍ତ, ଦୀକନ, ଯିରୁଶାଲମ, ପାଉଲ, ପଥର, ସତ୍ୟ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: G4736