or_tw/bible/names/tarsus.md

1.6 KiB

ତାର୍ଷ

ତଥ୍ୟଗୁଡିକ:

ତାର୍ଷ କିଲିକିଆର ରୋମୀୟ ସାମ୍ରାଜ୍ୟର ଏକ ସମ୍ୱୃଦ୍ଧିଶାଳି ସହରଥିଲା I ଏହା ବର୍ତ୍ତମାନ ଦକ୍ଷିଣ କେନ୍ଦ୍ର ତୁର୍କୀରେ ଅବସ୍ଥିତ ଅଟେ I

  • ତାର୍ଷ ଏକ ବିରାଟ ନଦୀ କୂଳରେ ଏବଂ ଭୂମଧ୍ୟସାଗର ନିକଟରେ ଅବସ୍ଥିତଥିଲା, ତେଣୁ ଏହା ବ୍ୟବସାୟ କରିବା ନିମନ୍ତେ ଏହା ଏକ ପ୍ରଧାନ ରାସ୍ତାର ଅଂଶବିଶେଷଥିଲା I
  • ଗୋଟିଏ ସମୟରେ ଏହା କିଲିକିଆର ରାଜଧାନୀଥିଲା I
  • ନୂତନ ନିୟମରେ, ତାର୍ଷ ପ୍ରେରିତ ପାଉଲଙ୍କର ବାସସ୍ଥାନ ଭାବରେ ପରିଚିତଥିଲା I

(ଅନୁବାଦ ନିମନ୍ତେ ପ୍ରସ୍ତାବଗୁଡିକ: ନାମଗୁଡ଼ିକ କିପରି ଅନୁବାଦ କରିବ)

(ଆହୁରି ମଧ୍ୟ ଦେଖ: କିଲିକିଆ, ପାଉଲ, ପ୍ରଦେଶ, ସମୁଦ୍ର)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: G5018, G5019