or_tw/bible/names/mediterranean.md

2.2 KiB
Raw Permalink Blame History

ସମୁଦ୍ର, ମହା ସାଗର, ପଶ୍ଚିମ ସାଗର, ଭୁମଧ୍ୟ ସାଗର

ତଥ୍ୟ:

ବାଇବଲରେ, “ମହା ସାଗର” କିଅବା “ପଶ୍ଚିମ ସାଗର” କୁ ଆଜି “ଭୁମଧ୍ୟ ସାଗର “କୁହାଯାଏ ଯାହା ବାଇବଲ ସମୟରେ ସବୁଠାରୁ ଅଧିକ ଜଳ ଥିବା ସ୍ଥାନଥିଲା I

  • ” ଭୁମଧ୍ୟ ସାଗର ସୀମା:

ଇସ୍ରାଏଲ (ପୂର୍ବ), ଇଉରୋପ (ଉତ୍ତର ପଶ୍ଚିମ) ଓ ଆଫ୍ରିକା (ଦକ୍ଷିଣ) I

  • ଏହି ସମୁଦ୍ର ପୁରାତନ ସମୟରେ ଏକ ଅତି ମହତ୍‌ୱ ପୂର୍ଣ୍ଣ ସ୍ଥାନ ଯାତ୍ରା ଓ ବ୍ୟବସାୟ ନିମନ୍ତେଥିଲା କାରଣ ଏହାର ସୀମା ଅନେକ ଦେଶ ସହିତ ସଂଯୁକ୍ତଥିଲା I

ଯେଉଁ ସହର ଓ ଲୋକମାନେ ଏହାର ତଟରେ ଅବସ୍ଥିତ ଅଟେ ସେମାନେ ସଫଳ ଜୀବନଯାପନ କରୁ ଅଛନ୍ତି କାରଣ ନୌକାରେ ଗୋଟିଏ ଦେଶ ରୁ ଆଉ ଏକ ଦେଶ କୁ ସାମାନ ନେବା ଅତି ସହଜ ହେଇ ଯାଉଥିଲା I

  • କାରଣ ମହା ସାଗର ଇସ୍ରାଏଲ ର ପଶ୍ଚିମରେ ଅବସ୍ଥିତ ଅଟେ ତେଣୁ କେତେକ ସମୟରେ ଏହାକୁ ପଶିମ ସାଗର କୁହାଯାଏ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

(ଅହୁରୀ ଦେଖନ୍ତୁ: ଇସ୍ରାଏଲ, ଲୋକ ସମୁହ, ଫଳପ୍ରଦ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H314, H1419, H3220