or_tw/bible/names/asia.md

2.2 KiB
Raw Permalink Blame History

ଏସିଆ

ସତ୍ୟ ଘଟଣାବଳୀ:

ବାଇବେଲ ସମୟରେ ଏସିଆ ରୋମୀୟ ସାମ୍ରାଜ୍ୟର ଏକ ପ୍ରଦେଶ ଥିଲା I ଯାହା ବର୍ତ୍ତମାନ ତୁର୍କୀ ଦେଶର ପଶ୍ଚିମରେ ଅବସ୍ଥିତ ଥିଲା I

  • ପାଉଲ ଏସିଆକୁ ଯାତ୍ରା କଲେ ଏବଂ ସେଠାରେ ଅନେକ ନଗରରେ ପ୍ରଚାର କଲେ I ଏହି ନଗରଗୁଡ଼ିକ ମଧ୍ୟରୁ ଏଫିସୀୟ ଏବଂ କଲସୀୟ ନଗର ଥିଲା I
  • ଆଧୁନିକ ଏସିଆର ଦ୍ୱନ୍ଦ୍ୱ ଦୂର କରିବା ନିମନ୍ତେ, ଏହାକୁ “ପ୍ରାଚୀନ ରୋମୀୟ ପ୍ରଦେଶକୁ ଏସିଆ କୁହାଯାଏ” କିମ୍ୱା “ଏସିଆ ପ୍ରଦେଶ” ବୋଲି ଅନୁବାଦ କରିବା  ଆବଶ୍ୟକ ଅଟେ I
  • ସମସ୍ତ ମଣ୍ଡଳୀ ଯାହା ପ୍ରକାଶିତ ପୁସ୍ତକରେ ଦର୍ଶାଯାଇ ଅଛି ସେହି ମଣ୍ଡଳୀଗୁଡ଼ିକ ଏସିଆର ରୋମୀୟ ପ୍ରଦେଶରେ ଅବସ୍ଥିତ ଥିଲା I

( ନାମଗୁଡ଼ିକର ଅନୁବାଦ କିପରି କରାଯିବ ଅନୁବାଦ ପ୍ରସ୍ତାବଗୁଡ଼ିକ ଦେଖନ୍ତୁ)

( ରୋମୀୟ, ପାଉଲ, ଏଫିସୀୟ ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G07730